Home Bibles ମାର୍କଲିଖିତ ସୁସମାଚାର 6:42 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 6:42 · ଓଡ଼ିଆ ବାଇବେଲ

ସମସ୍ତେ ପୁରା ପଟେ ଖାଇ ତୃପ୍ତ ହେଲେ।

Cross references

ଦିତୀୟ ବିବରଣ 8:3

ମନକ୍ସ୍ଟଷ୍ଯ ଯେ କବଳେ ରୋଟୀ ରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମକ୍ସ୍ଟଖରକ୍ସ୍ଟ ଯାହା ନିର୍ଗତ ହକ୍ସ୍ଟଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷକ୍ସ୍ଟଧିତ କରି ଅଛନ୍ତି, ସେ ତୁମ୍ଭକୁ ଓ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣଙ୍କକ୍ସ୍ଟ ଅଜ୍ଞାତ ମାନ୍ନା ଦଇେ ପ୍ରତିପାଳନ କରିଅଛନ୍ତି।

ଦିତୀୟ ରାଜାବଳୀ 4:42

ଅନନ୍ତର ଜଣେ ଲୋକ ବାଲ୍-ଶାଲିଶାରୁ ପରମେଶ୍ବରଙ୍କ ଲୋକଙ୍କ ନିକଟକୁ ପ୍ରଥମ ଫଳ ରେ ରୋଟୀ ଅର୍ଥାତ୍ କୋଡିଏ ୟବ ରୋଟୀ ଓ ନୂତନ ଶସ୍ଯର ଶୀଷା ଆପଣା ଝୁଲି ରେ ନଇେ ଆସିଲା। ତହିଁରେ ଇଲୀଶାୟ କହିଲେ, ଲୋକମାନଙ୍କୁ ଦିଅ, ସମାନେେ ଭୋଜନ କରନ୍ତୁ।

ଗୀତସଂହିତା 145:15

ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥାନ୍ତି। କାରଣ ଉପୟୁକ୍ତ ସମଯରେ ତୁମ୍ଭେ ଆହାର ୟୋଗାଇ ଥାଅ।

ମାଥିଉଲିଖିତ ସୁସମାଚାର 14:20

ସମସ୍ତ ଲୋକେ ତାହା ଖାଇଲେ, ଓ ସନ୍ତାଷେ ଲାଭ କଲେ। ଲୋକେ ଖାଇସାରିବା ପରେ ଶିଷ୍ଯମାନେ ବଳକା ଖାଦ୍ୟତକ ବାରଟି ଝୁଡି ରେ ଭର୍ତ୍ତି କଲେ।

ମାଥିଉଲିଖିତ ସୁସମାଚାର 15:37

ସମସ୍ତେ ଖାଇଲେ ଓ ସନ୍ତଷେ ଲାଭ କଲେ। ତା'ପରେ ଶିଷ୍ଯମାନେ ବଳକା ଖାଦ୍ୟକୁ ସାତଟି ଟୋକଇେ ରେ ଭର୍ତ୍ତି କଲେ।

ମାର୍କଲିଖିତ ସୁସମାଚାର 8:8

ସବୁ ଲୋକ ଖାଇ ତୃପ୍ତ ହେଲେ। ତା'ପରେ ସମାନେେ ବଳକା ଟୁକୁରା ତକ ଏକାଠି କରି ସାତଟି ଟୋକଇେ ରେ ଭର୍ତ୍ତି କଲେ।

ଲୂକଲିଖିତ ସୁସମାଚାର 9:17

ସବୁ ଲୋକ ଖାଇଲେ ଓ ତୃପ୍ତ ହାଇଗେଲେ। ତଥାପି ବହୁତ ଖାଦ୍ୟ ବଳିଗଲା। ବଳକା ଖାଦ୍ୟ ଟୁକୁରାତକ ଶିଷ୍ଯମାନେ ବାରଟି ଟୋକଇେ ରେ ଭର୍ତ୍ତିକଲେ।

ଯୋହନଲିଖିତ ସୁସମାଚାର 6:12

ସବୁ ଲୋକମାନେ ୟଥେଷ୍ଟ ପରିମାଣ ରେ ଖାଇଲେ। ସମାନେେ ଖାଇ ସାରିବା ପରେ ଯୀଶୁ ଶିଷ୍ଯମାନଙ୍କୁ କହିଲେ, ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।

Interlinear

Choose Theme