ମାର୍କଲିଖିତ ସୁସମାଚାର 5:32 · ଓଡ଼ିଆ ବାଇବେଲ
କିନ୍ତୁ ଯୀଶୁ ତାହାଙ୍କୁ କେଉଁ ଲୋକ ଛୁଇଁଲା ବୋଲି ଚାରିଆଡକୁ ଦେଖିବାକୁ ଲାଗିଲେ।
Cross references
ମାର୍କଲିଖିତ ସୁସମାଚାର 10:23
ଯୀଶୁ ଚାରି ଆଡେ ଚାହିଁ ଶିଷ୍ଯମାନଙ୍କୁ କହିଲେ, ଧନୀ ଲୋକମାନଙ୍କ ପକ୍ଷ ରେ ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ବଡ କଠିନ ବିଷୟ।