ତା'ପରେ ଯୀଶୁ କହିଲେ, ତୁମ୍ଭମାନଙ୍କ ଭିତରୁ ୟିଏ ଶୁଣୁଛି, ଶୁଣୁ।
Cross references
ଯେଉଁମାନେ ମାେ କଥା ଶୁଣୁଛ, ଶୁଣ।
ତୁମ୍ଭର ଯଦି କାନ ଅଛି, ତବେେ ଶୁଣ।
ଯୀଶୁ ସମବତେ ହାଇେଥିବା ଲୋକମାନଙ୍କୁ ଡାକିଲେ। ସେ ସମାନଙ୍କେୁ କହିଲେ, ମୁଁ ଯାହା କହୁଛି ତାହା ଶୁଣ ଓ ବୁଝ।
ଶୁଣ; ଜଣେ ଚାଷୀ ବୀଜ ବୁଣିବାକୁ ବାହାରିଲା।
ମାେତେ ଶୁଣିଥିବା ଲୋକମାନେ ଶୁଣନ୍ତୁ।
ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରେତ୍ୟକକ ଲୋକ ମାରେ କଥା ଶୁଣ ଓ ବୁଝ।
ବରଂ ଯେଉଁ ବସ୍ତୁ ମନୁଷ୍ଯର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପା ରେ।
ତୁମ୍ଭମାନେେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସତକେ ମଧ୍ଯ ତା'ଠାରୁ ଛଡାଇ ନିଆୟିବ।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।