ଆଉ କିଛି ବୀଜ ପଥୁରିଆ ଜମି ରେ ପଡିଗଲା। ସେ ଜମି ରେ ୟଥେଷ୍ଟ ମାଟି ନଥିଲା। ୟଥେଷ୍ଟ ମାଚି ନଥିବାରୁ ସେ ବୀଜଗୁଡିକ ଅତି ଶୀଘ୍ର ଗଜା ହାଇଗେଲା।
Cross references
ଏବଂ ଆମ୍ଭେ ସମାନଙ୍କେୁ ଏକ ହୃଦଯ ଦବୋ ଓ ସମାନଙ୍କେର ଅନ୍ତର ରେ ଏକ ନୂତନ ଆତ୍ମା ସ୍ଥାପନ କରିବା। ଆମ୍ଭେ ସମାନଙ୍କେଠାରୁ କଠିନ ହୃଦଯ ଦୂର କରି, ସମାନଙ୍କେୁ କୋମଳ ହୃଦଯ ଦବୋ।
ପରମେଶ୍ବର କହିଲେ, ଆଉ ମୁଁ ତମ୍ଭମାନଙ୍କୁ ଏକ ନୂତନ ଆତ୍ମା ଦବେି। ତୁମ୍ଭମାନଙ୍କ ମାଂସ ମଧ୍ଯରୁ ପ୍ରସ୍ତରମଯ ହୃଦଯ କାଢ଼ି ନବେି ଓ ମୁଁ ତୁମ୍ଭମାନଙ୍କୁ ମାଂସମୟ କୋମଳ ହୃଦଯ ଦବେି।
ତୁମ୍ଭେ ଯଦି ଭଲପଣିଆ ବୁଣିବ ତବେେ ପ୍ରକୃତ ପ୍ ରମେ ଅମଳ କରିବ। ଭୂମିକୁ ହଳ କରିବ ଏବଂ ସଦାପ୍ରଭୁଙ୍କ ସହିତ ଅମଳ କରିବ। ପ୍ରଭୁ ଆସିବେ ଏବଂ ତୁମ୍ଭମାନଙ୍କ ଉପ ରେ ଭଲ ଜିନିଷ ବର୍ଷା ପରି ପକାଇବେ।
ଅଶ୍ବମାନେ ଢଲୋ ପଥରଗୁଡିକ ଉପ ରେ ଦୌଡିବେ କି? ଆଉ ମଧ୍ଯ କୌଣସି ଲୋକ ବଳଦମାନଙ୍କୁ ସମୁଦ୍ର ରେ ହଳ କରିବା ରେ ବ୍ଯବହାର କରନ୍ତି?କିନ୍ତୁ ତୁମ୍ଭେ ସବୁ ଜିନିଷ ତଳ ଉପର ପରିବର୍ତ୍ତନ କରିଛ। ତୁମ୍ଭେ ଧାର୍ମିକକୁ ନାଗ ବିଷ ରେ ପରିଣତ କରିଛ ଏବଂ ଆଉ ଅତି ଉତ୍ତମ ନ୍ଯାଯକୁ ତୀବ୍ର ହଳାହଳ ରେ ପରିଣତ କରିଛ।
ଆଉ କିଛି ବୀଜ ପଥିରିଆ ଜାଗା ରେ ପଡିଗଲା। ସଠାେରେ ୟଥେଷ୍ଟ ମାଟି ନଥିଲା। ମାଟି ଗଭୀରିଆ ନଥିବାରୁ ବୀଜରୁ ଖୁବ୍ ଶୀଘ୍ର ଗଜା ବାହାରି ପଡିଲା।
ପଥୁରିଆ ଜାଗା ରେ ବୁଣାଯାଇଥିବା ବୀଜର ଅର୍ଥ କ'ଣ? ବୀଜଟି ଠିକ୍ ସହେି ଲୋକପରି, ଯେ ସୁସମାଚାର ଶୁଣେ ଏବଂ ଆନନ୍ଦର ସହିତ ତାହା ସଙ୍ଗେ ସଙ୍ଗେ ଗ୍ରହଣ କରିନିଏ।
ଆଉ କେତକେ ଲୋକ ପଥୁରିଆ ଜମି ରେ ବୁଣା ଯାଇଥିବା ବୀଜ ଭଳି, ସମାନେେ ବାକ୍ଯ ଶୁଣନ୍ତି ଏବଂ ଶୀଘ୍ର ଆନନ୍ଦ ରେ ତାହା ଗ୍ରହଣ କରି ନିଅନ୍ତି।
କିଛି ବୀଜ ପଥର ଉପରେ ପଡିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।
ଯେଉଁ ବୀଜ ପଥର ଉପରେ ପଡିଥିଲା, ତାହା ସହେି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ବରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦ ରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା'ର ଚରେ ସହେି ଲୋକମାନଙ୍କ ହୃଦୟ ମଧିଅରେ ଗଭୀରକୁ ପ୍ରବେଶ କରିପା ରନୋହିଁ। ସମାନେେ କିଛି ସମୟ ପର୍ୟ୍ଯନ୍ତ ବିଶ୍ବାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସମାନେେ ବିଶ୍ବାସ କରିବା ବନ୍ଦ କରନ୍ତି। ସମାନେେ ବିଶ୍ବାସ ହ ରଇେ ବସନ୍ତି ଓ ପରମେଶ୍ବରଙ୍କଠାରୁ ଦୂ ରଇେ ଯାଆନ୍ତି।