Home Bibles ମାର୍କଲିଖିତ ସୁସମାଚାର 4:1 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 4:1 · ଓଡ଼ିଆ ବାଇବେଲ

ଯୀଶୁ ପୁଣି ହ୍ରଦ କୂଳ ରେ ଉପଦେଶ ଦବୋ ଆରମ୍ଭ କଲେ। ସଠାେରେ ତାହାଙ୍କ ଚାରିପଟେ ବହୁତ ଲୋକ ଜମା ହାଇଗେଲେ। ତେଣୁ ସେ ହ୍ରଦ ରେ ଥାବା ଗୋଠିଏ ଡଙ୍ଗା ରେ ଯାଇ ବସିଲେ। ଅନ୍ୟ ସବୁ ଲୋକ ହ୍ରଦର କୂଳ ରେ ଠିଆ ହାଇେ ରହିଲେ।

Cross references

ମାଥିଉଲିଖିତ ସୁସମାଚାର 13:1

ସହେି ଦିନ ଯୀଶୁ ସହେି ଘରୁ ବାହାରି ଚାଲିଗଲେ ଓ ହ୍ରଦ କୂଳ ରେ ଯାଇ ବସିଲେ।

ମାର୍କଲିଖିତ ସୁସମାଚାର 2:13

ପୁଣିଥରେ ଯୀଶୁ ହ୍ରଦ ପାଖ ଦଇେ ଗଲେ। ଅନକେ ଲୋକ ତା'ଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ଶିକ୍ଷା ଦେଲେ।

ମାର୍କଲିଖିତ ସୁସମାଚାର 3:7

ଯୀଶୁ ନିଜ ଶିଷ୍ଯମାନଙ୍କ ସହିତ ଗାଲିଲୀ ହ୍ରଦ କୂଳକୁ ଚାଲିଗଲେ। ତାହାଙ୍କ ପଛ ରେ ଗାଲିଲୀର ଅନକେ ଲୋକ ମଧ୍ଯ ଗଲେ।

ଲୂକଲିଖିତ ସୁସମାଚାର 5:1

ଯୀଶୁ ଗିନସରତେ ହ୍ରଦ କୂଳ ରେ ଠିଆ ହାଇେଥିଲେ। ତାହାଙ୍କ ଚାରିପଟେ ଘରେିଯାଇ ଠିଆ ହବୋକୁ ଲୋକମାନେ ଠଲୋପଲୋ ହେଉଥିଲେ। ସମାନେେ ତାହାଙ୍କ ଠାରୁ ପରମେଶ୍ବରଙ୍କ ଉପଦେଶ ବାଣୀ ଶୁଣିବାକୁ ଚାହୁଁଥିଲେ।

ଲୂକଲିଖିତ ସୁସମାଚାର 8:4

ବହୁ ଲୋକ ଆସି ଜମା ହାଇଗେଲେ। ପ୍ରେତ୍ୟକକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସମାନଙ୍କେୁ ଏହି ଦୃଷ୍ଟାନ୍ତ କହିଲେ:

Interlinear

Choose Theme