Home Bibles ମାର୍କଲିଖିତ ସୁସମାଚାର 3:25 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 3:25 · ଓଡ଼ିଆ ବାଇବେଲ

ଯଦି କୌଣସି ପରିବାର ନିଜ ଭିତ ରେ ଭାଗ-ଭାଗ ହାଇେ ଯାଏ, ତବେେ ସେ ପରିବାର ତିଷ୍ଟି ରହି ପାରିବନାହିଁ।

Cross references

ଆଦି ପୁସ୍ତକ 13:7

ସହେି ସମୟରେ ସଠାେରେ କିଣାନୀଯ ଓ ପିରିଜୀଯ ଲୋକମାନେ ସଠାେରେ ବାସ କରୁଥିଲେ। ଅବ୍ରାମଙ୍କର ଓ ଲୋଟଙ୍କର ମଷେପାଳକମାନଙ୍କ ମଧିଅରେ ଝଗଡ଼ା ହେଲା।

ଆଦି ପୁସ୍ତକ 37:4

ଯୋଷଫେର ଭାଇମାନେ ଦେଖିଲେ ତାଙ୍କର ପିତା ସମାନଙ୍କେଠାରୁ ସମାନଙ୍କେର ଭାଇ ଯୋଷଫେକୁ ଅଧିକ ଭଲ ପାଉଛନ୍ତି। ତେଣୁ ସମାନେେ ଯୋଷଫେକୁ ଘୃଣା କଲେ। ତେଣୁ ତା ପ୍ରତି ସମାନେେ ଭଲ ଭାବରେ କଥାବାର୍ତ୍ତା କଲେ ନାହିଁ।

ଗୀତସଂହିତା 133:1

ଏହା କଡ଼େେ ଭଲ ଓ ବଡ଼ ଆନନ୍ଦର କଥା ଯେତବେେଳେ ସବୁ ଭାଇମାନେ ଏକତ୍ର ଜୀବନୟାପନ କରନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 5:15

ଯଦି ତୁମ୍ଭେ ଏକ ଆ ରକେକୁ ଆଘାତ ପ୍ରଦାନ କରୁଥାଅ, ଓ ତଦ୍ଦ୍ବାରା ପରସ୍ପରକୁ ଗ୍ରାସ କରି ଚାଲ, ତା ହେଲେ ତୁମ୍ଭମାନେେ ନିଜେ ନିଜେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହାଇେ ୟିବ। ତେଣୁ ସାବଧାନ ରୁହ।

ଯାକୁବଙ୍କ ପତ୍ 3:16

ଯେଉଁଠା ରେ ଈର୍ଷାଭାବ ଓ ସ୍ବାର୍ଥପର ମନୋଭାବ ଅଛି, ସହେିଠା ରେ ସମସ୍ତ ପ୍ରକାର ବିଶୃଙ୍ଖଳା ଓ ସମସ୍ତ ପ୍ରକାରର ମନ୍ଦତା ଦଖାଯାେଏ।

Interlinear

Choose Theme