Home Bibles ମାର୍କଲିଖିତ ସୁସମାଚାର 15:2 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:2 · ଓଡ଼ିଆ ବାଇବେଲ

ପୀଲାତ ଯୀଶୁଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

Cross references

ମାଥିଉଲିଖିତ ସୁସମାଚାର 2:2

ସମାନେେ ପଚାରିଲେ ଯିହୂଦୀମାନଙ୍କର ରାଜା ସହେି ନବଜାତ ଶିଶୁ କେଉଁଠା ରେ? କାରଣ ଆମ୍ଭେ ପୂର୍ବ ଦେଶ ରେ ତାହାଙ୍କ ତାରା ଉଠିଥିବାର ଦେଖିଲୁ। ସହେି ତାରୀ ପ୍ରକାଶ କରେ ଯେ, ସେ ଜନ୍ମ ହାଇେଛନ୍ତି। ତେଣୁ ଆମ୍ଭେ ତାହାଙ୍କୁ ପ୍ରଣାମ କରିବାକୁ ଆସିଛୁ।

ମାଥିଉଲିଖିତ ସୁସମାଚାର 27:11

ଏହି ସମୟରେ ଯୀଶୁ ରାଜ୍ଯପାଳ ପୀଲାତ ଆଗ ରେ ଠିଆ ହେଲେ। ରାଜ୍ଯପାଳ ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ମାର୍କଲିଖିତ ସୁସମାଚାର 15:9

ପୀଲାତ ଲୋକମାନଙ୍କୁ ପଚାରିଲେ, ତୁମ୍ଭମାନେେ କ'ଣ ଚାହୁଁଛ ଯେ ମୁଁ ତୁମ୍ଭମାନଙ୍କ ପାଇଁ ଯିହୂଦୀମାନଙ୍କ ରାଜାଙ୍କୁ ଛାଡି ଦିଏ?

ମାର୍କଲିଖିତ ସୁସମାଚାର 15:12

ପୀଲାତ ଲୋକମାନଙ୍କୁ ଆହୁରିଥରେ ପଚାରିଲେ, ତୁମ୍ଭମାନେେ ଯାହାକୁ ଯିହୂଦୀମାନଙ୍କର ରାଜା ବୋଲି କହୁଛ, ମୁଁ ତାହାଙ୍କ ପ୍ରତି କ'ଣ କରିବା ପାଇଁ ତୁମ୍ଭମାନେେ ଚାହୁଁଛ?

ମାର୍କଲିଖିତ ସୁସମାଚାର 15:18

ତା'ପରେ ସମାନେେ ତାହାଙ୍କୁ ସ୍ବାଗତ କରି ଥଟ୍ଟା ରେ କହିଲେ, ହେ ୟିହୁଦୀମାନଙ୍କର ରାଜା, କହି ପ୍ରଣାମ କଲେ।

ମାର୍କଲିଖିତ ସୁସମାଚାର 15:26

ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।

ଲୂକଲିଖିତ ସୁସମାଚାର 23:2

ସମାନେେ ଯୀଶୁଙ୍କୁ ଦୋଷ ଦବୋକୁ ଲାଗିଲେ। ସମାନେେ ପୀଲାତଙ୍କୁ କହିଲେ, ଆମ୍ଭର ଲୋକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ୍ଭମାନେେ ଏହାଙ୍କୁ ଧରିଛୁ। ସେ ଲୋକମାନଙ୍କୁ କହୁଛନ୍ତି ଯେ କାଇସରଙ୍କୁ କର ଦବୋ ଉଚିତ ନୁହେଁ। ସେ ନିଜକୁ ଖ୍ରୀଷ୍ଟ, ଜଣେ ରାଜା ବୋଲି କହୁଛି।

ଯୋହନଲିଖିତ ସୁସମାଚାର 18:29

ତେଣୁ ପୀଲାତ ପ୍ରାସାଦ ବାହା ରେ ଯିହୂଦୀମାନଙ୍କ ପାଖକୁ ଗଲେ। ସେ ପଚାରିଲେ, ଏହି ଲୋକ ବିରୁଦ୍ଧ ରେ ତୁମ୍ଭମାନଙ୍କର ଅଭିଯୋଗ କ'ଣ?

ଯୋହନଲିଖିତ ସୁସମାଚାର 19:19

ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:13

ପରମେଶ୍ବର ଓ ଖ୍ରୀଷ୍ଟ ଯୀଶୁଙ୍କ ଆଗ ରେ ମୁଁ ତୁମ୍ଭକୁ ଏହି ଆଦେଶ ଦେଉଛି। ପନ୍ତିୟ ପୀଲାତଙ୍କ ଆଗ ରେ ଠିଆ ହାଇେଥିବା ବେଳେ ଖ୍ରୀଷ୍ଟ ଯୀଶୁ ସହେି ଏକା ମହାନ୍ ସତ୍ଯଟିକୁ ସ୍ବୀକାର କରିଥିଲେ। ଏକମାତ୍ର ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଜୀବନ ପ୍ରଦାନ କରନ୍ତି।

Interlinear

Choose Theme