Home Bibles ମାର୍କଲିଖିତ ସୁସମାଚାର 15:16 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 15:16 · ଓଡ଼ିଆ ବାଇବେଲ

ସୈନ୍ଯମାନେ ଯୀଶୁଙ୍କୁ ଶାସନକର୍ତ୍ତାଙ୍କ ପ୍ରାସାଦ ଭିତରକୁ ନଇଗେଲେ। ସମାନେେ ଅନ୍ୟ ସମସ୍ତ ସୈନ୍ଯମାନଙ୍କୁ ଏକାଠି ଡାକିଲେ।

Cross references

ମାଥିଉଲିଖିତ ସୁସମାଚାର 26:3

ତା'ପରେ ପ୍ରଧାନ ଯାଜକ ଓ ଲୋକମାନଙ୍କ ପ୍ରାଚ଼ୀନ ନେତାମାନେ କଯାଫା ନାମକ ମହାୟାଜକଙ୍କ ଭବନର ଅଗଣା ରେ ଏକାଠି ହେଲେ।

ମାଥିଉଲିଖିତ ସୁସମାଚାର 27:27

ତା'ପରେ ପୀଲାତଙ୍କ ସୈନ୍ଯମାନେ ଯୀଶୁଙ୍କୁ ପୀଲାତଙ୍କ ରାଜପ୍ରାସାଦ ଭିତରକୁ ନଇଗେଲେ। ସବୁ ସୈନ୍ଯତକ ଯୀଶୁଙ୍କ ଚାରିପଟେ ଜମା ହାଇଗେଲେ।

ଯୋହନଲିଖିତ ସୁସମାଚାର 18:28

ତା'ପରେ ସମାନେେ ଯୀଶୁଙ୍କୁ କଯାଫାଙ୍କ ଘରୁ ରୋମୀୟ ରାଜ୍ଯପାଳଙ୍କ ପ୍ରାସାଦକୁ ନଇଗେଲେ। ସେତବେେଳେ ପାହାନ୍ତିଆ ସମୟ। ଯିହୂଦୀମାନେ ପ୍ରାସାଦ ଭିତରକୁ ଗଲେ ନାହିଁ। ସମାନେେ ନିଜକୁ ଅପବିତ୍ର କରିବା ପାଇଁ ଚାହୁଁ ନଥିଲେ, କାରଣ ସମାନେେ ନିସ୍ତାରପର୍ବର ଭୋଜନ ଖାଇବା ପାଇଁ ଚାହୁଁଥିଲେ।

ଯୋହନଲିଖିତ ସୁସମାଚାର 18:33

ତା'ପରେ ପୀଲାତ ପ୍ରାସାଦ ଭିତରକୁ ଚାଲିଗଲେ। ସେ ଯୀଶୁଙ୍କୁ ଆପଣା ନିକଟକୁ ଡାକିଲେ। ତାହାଙ୍କୁ ପଚାରିଲେ, ତୁମ୍ଭେ କ'ଣ ଯିହୂଦୀମାନଙ୍କର ରାଜା?

ଯୋହନଲିଖିତ ସୁସମାଚାର 19:9

ସେ ପ୍ରାସାଦ ଭିତରକୁ ଫରେିଗଲେ ଓ ଯୀଶୁଙ୍କ ପଚାରିଲେ, ତୁମ୍ଭେ କେଉଁଠାରୁ ଆସିଛ? ମାତ୍ର ଯୀଶୁ କିଛି ଉତ୍ତର ଦେଲେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:1

କାଇସରୀଆ ନଗର ରେ କର୍ଣ୍ଣୀଲିୟ ନାମକ ଜଣେ ଲୋକ ଥିଲେ। ଇତାଲିକ ନାମକ ରୋମୀୟ ସୈନ୍ଯବାହିନୀର ଏକ ବିଭାଗ ରେ ପଦାଧିକାରୀ ଥିଲେ।

Interlinear

Choose Theme