Home Bibles ☰ Books ମାର୍କଲିଖିତ ସୁସମାଚାର 14:56 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 14:56 · ଓଡ଼ିଆ ବାଇବେଲ

ଅନକେ ଲୋକ ଆସି ଯୀଶୁଙ୍କ ବିରୁଦ୍ଧ ରେ ମିଛ ସାକ୍ଷ୍ଯ ଦେଲେ। କିନ୍ତୁ ସମାନେେ ସମସ୍ତେ ଅଲଗା ଅଲଗା କଥା କହିଲେ। ତାହାଙ୍କ ଭିତରୁ ଜଣେ ହେଲେ ଅନ୍ୟ ସହିତ ସମ୍ମତ ନଥିଲା।

Cross references

ପ୍ରଥମ ରାଜାବଳୀ 21:13

ତା'ପରେ ଦୁଇଟି ପାପାଧମ ଲୋକ ଆସି ସମାନଙ୍କେ ସମ୍ମୁଖ ରେ ସାକ୍ଷୀ ଦବୋକୁ ବସିଲେ। ସମାନେେ ମିଥ୍ଯା ସାକ୍ଷ୍ଯ ଦଇେ କହିଲେ ଯେ, ନାବୋତ ପରମେଶ୍ବରଙ୍କୁ ଓ ରାଜାଙ୍କୁ ଅଭିଶାପ ଦଇେଛି। ତହୁଁ ସମାନେେ ନାବୋତକୁ ନଗର ବାହାରକୁ ନଇେ ପଥର ମାରି ବଧ କଲେ।

ଯୋହନଙ୍କ ପ୍ରଥମ ପତ୍ର 5:8

ପବିତ୍ର ଆତ୍ମା, ଜଳ ଓ ରକ୍ତ। ଏହି ତିନିଜଣଙ୍କ ସାକ୍ଷ୍ଯ ଏକ ଅଟେ।

Interlinear

Choose Theme