ମାର୍କଲିଖିତ ସୁସମାଚାର 14:39 · ଓଡ଼ିଆ ବାଇବେଲ
ପୁଣି ଯୀଶୁ ଫରେିଗଲେ ଓ ସହେିଭଳି କହି ପ୍ରାର୍ଥନା କଲେ।
Cross references
ମାଥିଉଲିଖିତ ସୁସମାଚାର 6:7
ତୁମ୍ଭେ ପ୍ରାର୍ଥନା କଲା ବେଳେ ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ, ସମାନଙ୍କେ ଭଳି ନିରର୍ଥକ କଥା ବାରମ୍ବାର କୁହନାହିଁ। ସମାନେେ ଭାବନ୍ତି ଯେ, ବହୁତ କଥା କହିବା ଯୋଗୁଁ ତାହାଙ୍କ କଥା ପରମେଶ୍ବର ଶୁଣିବେ।
ମାଥିଉଲିଖିତ ସୁସମାଚାର 26:42
ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, ହେ ପରମପିତା, ଯଦି ୟନ୍ତ୍ରଣାର ଏ ପାତ୍ର ମାେ ଠାରୁ ଦୂର ହାଇେ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତବେେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।
ଲୂକଲିଖିତ ସୁସମାଚାର 18:1
ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 12:8
ମୁଁ ପ୍ରଭୁଙ୍କୁ ତିନି ଥର ପ୍ରାର୍ଥନା କଲି ଯେ ସେ ଏହି କଣ୍ଟକଟିକୁ ମାେ ଠାରୁ ଦୂ ରଇେ ଦିଅନ୍ତୁ।