ମାର୍କଲିଖିତ ସୁସମାଚାର 12:4 · ଓଡ଼ିଆ ବାଇବେଲ
ତା'ପରେ ସହେି ଲୋକଟି ଆଉ ଜଣେ ଚାକରକୁ ସମାନଙ୍କେ ପାଖକୁ ପଠାଇଲା। ସମାନେେ ଏହି ଚାକରର ମୁଣ୍ଡକୁ ପିଟିଲେ ଓ ତାକୁ ଅପମାନ ଦେଲେ।
Cross references
ପ୍ରଥମ ବଂଶାବଳୀ 19:4
ତେଣୁ ହାନୂନ ଦାଉଦଙ୍କ ଦାସମାନଙ୍କୁ ବନ୍ଦୀ କଲେ ଓ ସମାନଙ୍କେ ଦାଢ଼ି କାଟି ପକାଇଲେ। ଆହୁରି ମଧ୍ଯ, ହାନୂନ ସମାନଙ୍କେ ନିତମ୍ବ ନିକଟକୁ ବସ୍ତ୍ର କାଟି ପକାଇଲେ। ଏହାପରେ ସେ ସମାନଙ୍କେୁ ପଠାଇ ଦେଲେ।
ଗୀତସଂହିତା 68:21
ପରମେଶ୍ବର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସମାନଙ୍କେର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।