ସ୍ବଯଂ ଦାଉଦ ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ କହିଥିଲେ,
Cross references
ମାେ ଦ୍ବାରା ସଦାପ୍ରଭୁଙ୍କ ଆତ୍ମା କହିଲେ, ଓ ତାଙ୍କର ବାକ୍ଯ ମାେ ଜିହ୍ବା ରେ ଥିଲା।
ତଥାପି ବହୁବର୍ଷ ପର୍ୟ୍ଯନ୍ତ ତୁମ୍ଭେ ସମାନଙ୍କେୁ ସହ୍ଯ କଲ ଓ ଆପଣା ଆତ୍ମାଦ୍ବାରା ଆପଣା ଭବିଷ୍ଯଦ୍ବକ୍ତାମାନଙ୍କ ମାଧ୍ଯମ ରେ ତୁମ୍ଭେ ସତର୍କ କଲ। ମାତ୍ର ସମାନେେ କର୍ଣ୍ଣପାତ କରିବାକୁ ପ୍ରସ୍ତୁତ ହେଲେ ନାହିଁ। ଏଣୁ ତୁମ୍ଭେ ସମାନଙ୍କେୁ ଅନ୍ୟ ଦେଶୀଯ ଗୋଷ୍ଠୀ ହସ୍ତ ରେ ସମର୍ପଣ କଲ।
ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।
ଯୀଶୁ ଫାରୂଶୀମାନଙ୍କୁ ପଚ଼ାରିଲେ, ଦାଉଦ ତାହାଙ୍କୁ ପ୍ରଭୁ ବୋଲି କାହିଁକି ସମ୍ବୋଧନ କଲେ। ଦାଉଦ ପବିତ୍ର ଆତ୍ମାଙ୍କ ଶକ୍ତି ରେ କହୁଥିଲେ। ଦାଉଦ କହିଲେ:
ଭାଇମାନେ ଧର୍ମଶାସ୍ତ୍ର ରେ ପବିତ୍ରଆତ୍ମା ଦାଉଦଙ୍କ ମୁଖ ଦ୍ବାରା କହିଛନ୍ତି ଯେ, କିଛି ଗୋଟିଏ ନିଶ୍ଚୟ ଘଟିବ। ସେ ଏହା ୟିହୂଦାଙ୍କ ବିଷୟ ରେ କହିଥିଲେ।
ଦାଉଦ ସ୍ବର୍ଗ ଆରୋହଣ କରି ନାହିଁନ୍ତି। କିନ୍ତୁ ଯୀଶୁ ସ୍ବର୍ଗ ଆରୋହଣ କରିଛନ୍ତି। ଦାଉଦ ନିଜେ ଏହିକଥା କହିଛନ୍ତି:
ସମାନେେ ଶଷେ ରେ ନିଜ ନିଜ ଭିତ ରେ ତର୍କବିତର୍କ କରି ବିଦାୟ ନେଲେ। ସେତବେେଳେ ପାଉଲ ସମାନଙ୍କେୁ କହିଲେ, ପବିତ୍ର ଆତ୍ମା ଭାବବାଦୀ ୟିଶାୟଙ୍କ ଦ୍ବାରା ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ସତ୍ଯ କଥା କହିଥିଲେ। ସେ କହିଲେ,
କିନ୍ତୁ ଯେତେ ଦିନ ପର୍ୟ୍ଯନ୍ତ ପରମେଶ୍ବର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, େସତଦେିନ ପର୍ୟ୍ଯନ୍ତ ଖ୍ରୀଷ୍ଟ ରାଜତ୍ବ କରିବେ।
ସବୁ ଶାସ୍ତ୍ର ପରମେଶ୍ବରଙ୍କ ଦ୍ବାରା ଦିଆଯାଇଛି। ଏବଂ ତୃଟି ପ୍ରକାଶ କରିବା ପାଇଁ, ଭୁଲ୍ ସଂଶୋଧନ କରିବା ପାଇଁ, ଠିକ୍ ଭାବରେ ଜୀବନ ଧାରଣ କରିବାକୁ ଶିଖାଇବା ପାଇଁ ଏହା ଉପ ଯୋଗୀ ଅଟେ।
ପରମେଶ୍ବର କବେେ ହେଲେ କୌଣସି ସ୍ବର୍ଗଦୂତକୁ କହିଛନ୍ତି କି ଯେ :
ଅତଏବ ପବିତ୍ର ଆତ୍ମା କୁହନ୍ତି :
ଏହି ଦିନଟି ବିଷୟ ରେ ପରମେଶ୍ବର ବହୁତ ଦିନ ପରେ ଦାଉଦଙ୍କ ମାଧ୍ଯମ ରେ କହିଛନ୍ତି। ସହେି ଶାସ୍ତ୍ର ରେ ଆମ୍ଭେ ପୂର୍ବରୁ କହିଛୁ :
ଖ୍ରୀଷ୍ଟ ପାପଗୁଡ଼ିକ ପାଇଁ ଥରେ ମାତ୍ର ବଳିଦାନ ରୂପେ ସମର୍ପିତ କରି ଥିଲେ, ଓ ସହେି ବଳିଦାନ ସବୁଦିନ ପାଇଁ ପର୍ୟ୍ଯାପ୍ତ ଅଟେ।
ଖ୍ରୀଷ୍ଟଙ୍କ ଆତ୍ମା ସହେି ଭବିଷୃଦ୍ ବକ୍ତାମାନଙ୍କ ଅନ୍ତର ରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହବେ ଓ ତା'ପରେ କିପରି ମହିମା ପ୍ରକାଶିତ ହବେ, ସହେି ବିଷୟ ରେ 'ଆତ୍ମା' କଥା କହୁଥିଲେ। ସହେି ଆତ୍ମା ଯାହା ଦଖାେଉଥିଲେ, ସହେି ଭବିଷ୍ଯଦ୍ ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସମାନେେ ଜାଣିବାକୁ ଚେଷ୍ଟା କଲେ ଯେ କେତବେେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତବେେଳେ ଜଗତର ଅବସ୍ଥା କିପରି ହାଇେଥିବ।
କୌଣସି ଭବିଷ୍ଯତ୍ ବାଣୀ, ମନୁଷ୍ଯର ନିଜର ଇଚ୍ଛାରୁ ଜାତ ହାଇେ ନାହିଁ। କିନ୍ତୁ ଲୋକମାନେ ପବିତ୍ର ଆତ୍ମା ଦ୍ବାରା ଚାଳିତ ହାଇେ, ପରମେଶ୍ବରଙ୍କଠାରୁ ପ୍ରାପ୍ତ କଥା କହି ଅଛନ୍ତି।