Home Bibles ମାର୍କଲିଖିତ ସୁସମାଚାର 11:13 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 11:13 · ଓଡ଼ିଆ ବାଇବେଲ

ଯୀଶୁ ପତ୍ର ରେ ପରିପୂର୍ଣ୍ଣ ଗୋଟିଏ ଡିମ୍ବିରି ଗଛ ଦେଖିଲେ। ଗଛ ରେ କିଛି ଡିମ୍ବିରି ଫଳ ଥିବ ଭାବି ସେ ଗଛ ମୂଳକୁ ଗଲେ। କିନ୍ତୁ ସଠାେରେ ପହଞ୍ଚି ସେ ଗଛ ରେ ଗୋଟିଏ ହେଲେ ଡିମ୍ବିରି-ଫଳ ପାଇଲେ ନାହିଁ। ଗଛ ରେ ପତ୍ର ଛଡା ଆଉ କିଛି ନଥିଲା। ଏହା ଡିମ୍ବିରି ଫଳ ଆସିବା ଋତୁ ନଥିଲା।

Cross references

ରୂତର ବିବରଣ 2:3

ତେଣୁ ଋତ କ୍ଷତକେକ୍ସ୍ଟ ଗଲା। ସେ ଶ୍ରମିକମାନଙ୍କୁ ଅନକ୍ସ୍ଟସରଣ କରି ସମସ୍ତ ଶସ୍ଯ ସାଉଁଟିବାକକ୍ସ୍ଟ ଲାଗିଲା। ଯେଉଁ ସବୁକକ୍ସ୍ଟ ଶ୍ରମିକମାନେ ଛାଡି ୟାଇଥିଲେ, ସହେି ଶସ୍ୟଗୁଡ଼ିକ ସେ ସଂଗ୍ରହ କରୁଥିଲେ। ଏହି ଘଟଣା ବୋୟଜର କ୍ଷତେ ରେ ଘଟିଥିଲା ୟିଏକି ଏଲିମଲକରେ ପରିବାରର ଥିଲା।

ପ୍ରଥମ ଶାମୁୟେଲ 6:9

ଏହାକକ୍ସ୍ଟ ଲକ୍ଷ୍ଯ ରଖ। ଯଦି ଏହା ଆମ୍ଭର ସୀମା ଦଇେ ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ହୃଦ୍ ବୋଧ କରିବକ୍ସ୍ଟ ଯେ, ପରମେଶ୍ବର ଆମ୍ଭମାନଙ୍କ ଉପରକକ୍ସ୍ଟ ଏହି ବିପତ୍ତି ଆଣିଛନ୍ତି। ଯଦି ଏହା ସିଧା ବୈଥ୍ଶମେଶକକ୍ସ୍ଟ ୟାଏ, ଆମ୍ଭମାନେେ ଜାଣିବକ୍ସ୍ଟ ଯେ, ଇଶ୍ରାୟେଲର ପରମେଶ୍ବରଙ୍କ ହସ୍ତ ଆମ୍ଭମାନଙ୍କୁ ଆଘାତ କରିନାହିଁ। ଏହା ଦବୈାତ୍ ଘଟିୟାଇଛି।

ଯିଶାଇୟ 5:7

ଇଶ୍ରାଲୟଲରସଗାଷ୍ଠୀ ସଦାପ୍ରଭୁ ସର୍ବଶକ୍ତିମଯଙ୍କର ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାକ୍ଷଲତ ଓ ଯିହୁଦାରସଲାଲକ ତାଙ୍କର ପ୍ରିଯ ଦ୍ରାକ୍ଷାଲତାର ଦ୍ରାକ୍ଷାଫଳ।

ମାଥିଉଲିଖିତ ସୁସମାଚାର 21:19

ରାସ୍ତା କଡ଼ ରେ ସେ ଗୋଟିଏ ଡ଼ିମ୍ବିରି ଗଛ ଦେଖିଲେ। ସେ ଗଛ ପାଖକୁ ଗଲେ। ଗଛ ରେ ପତ୍ର ଛଡ଼ା ଆଉ ସେ କିଛି ପାଇଲେ ନାହିଁ। ସେ ଗଛକୁ କହିଲେ, ଆଉ ଏଣିକି ତୋ ଠା ରେ ଫଳ ଆସିବ ନାହିଁ। ସଙ୍ଗେ ସଙ୍ଗେ ଡ଼ିମ୍ବିରି ଗଛଟି ଶୁଖି ମରିଗଲା।

ଲୂକଲିଖିତ ସୁସମାଚାର 10:31

ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସହେି ରାସ୍ତା ଦଇେ ଯାଉଥିଲେ। ସହେି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଚାଲିଗଲେ।

ଲୂକଲିଖିତ ସୁସମାଚାର 12:6

ଚଢଇେ ବିକାୟିବା ବେଳେ ପାଞ୍ଚଟା ଚଢଇଙ୍କେର ମୂଲ୍ଯ ଅଳ୍ପ କେତକେ ପଇସା ହୁଏ। ତଥାପି, ପରମେଶ୍ବର ସମାନଙ୍କେ ମଧ୍ଯରୁ ଗୋଟିକୁ ହେଲେ ଭୁଲି ଯାଆନ୍ତି ନାହିଁ।

ଲୂକଲିଖିତ ସୁସମାଚାର 13:6

ଯୀଶୁ ପୁଣି ଏହି ଦୃଷ୍ଟାନ୍ତଟି କହିଲେ, କୌଣସି ଗୋଟିଏ ଲୋକ ତା ବଗିଚା ରେ ଡିମ୍ବିିରି ଗଛଟିଏ ଲଗାଇଥିଲା। ଗଛ ରେ ଫଳ ଆସିଛି କି ନାହିଁ ତାହା ଦେଖିବାକୁ ସେ ଆସିଥିଲା। କିନ୍ତୁ ଗୋଟିଏ ହେଲେ ଫଳ ପାଇଲା ନାହିଁ।

Interlinear

Choose Theme