Home Bibles ମାର୍କଲିଖିତ ସୁସମାଚାର 10:39 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 10:39 · ଓଡ଼ିଆ ବାଇବେଲ

ସମାନେେ ତାହାଙ୍କୁ କହିଲେ, ହଁ ଆମ୍ଭେ ପାରିବୁ।

Cross references

ମାଥିଉଲିଖିତ ସୁସମାଚାର 10:25

ଜଣେ ଶିଷ୍ଯ ତା' ଗୁରୁ ଭଳି ହବୋ ରେ ଓ ଜଣେ ସବେକ ତା' ମାଲିକ ଭଳି ହବୋ ରେ ସନ୍ତାଷେ ଲାଭ କରିବା ଦରକାର। ଘରର ମୁଖ୍ଯଙ୍କୁ ଯଦି ବାଆଲ୍ଜିବୂଲ କହି ଡକାଯାଏ ତବେେ ଘରର ଅନ୍ୟ ସଦସ୍ଯମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମ ରେ ଡକାୟିବ।

ମାର୍କଲିଖିତ ସୁସମାଚାର 14:31

ଏ କଥା ଶୁଣି ପିତର ଆହୁରି ଜାରେ ଦଇେ କହିଲେ, ମାେତେ ତୁମ୍ଭ ସହିତ ମରିବାକୁ ପଡିଲେ ସୁଦ୍ଧା ମୁଁ ତୁମ୍ଭକୁ ଚିହ୍ନି ନାହିଁ ବୋଲି କଦାପି କହିବି ନାହିଁ। ଅନ୍ୟ ସମସ୍ତ ଶିଷ୍ଯ ମଧ୍ଯ ସହେି ଏକା କଥା କହିଲେ।

ମାର୍କଲିଖିତ ସୁସମାଚାର 14:36

ସେ କହିଲେ, ଆବ୍ବା , ହେ ପରମପିତା ତୁମ୍ଭ ପାଇଁ ସବୁ କିଛି ସମ୍ଭବ। ମାେ ଠାରୁ ୟନ୍ତ୍ରଣାର ଏହି ଗିନାଟି କୁ ଦୂ ରଇେ ଦିଅ। ତଥାପି ଯାହା ତୁମ୍ଭର ଇଚ୍ଛା, ତାହା କର। କିନ୍ତୁ ମାେ ଇଚ୍ଛା ରେ କିଛି ନୁହେଁ।

ଯୋହନଲିଖିତ ସୁସମାଚାର 13:37

ପିତର ପଚାରିଲେ, ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପେଛ ପେଛ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ଯ ପ୍ରସ୍ତୁତ।

ଯୋହନଲିଖିତ ସୁସମାଚାର 15:20

ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନରେଖ: ଜଣେ ଚାକର ତାର ମୁନିବଠାରୁ ବଡ ନୁହେଁ। ଯଦି ଲୋକମାନେ ମାେତେ ତାଡନା କରିଛନ୍ତି, ତବେେ ସମାନେେ ତୁମ୍ଭକୁ ମଧ୍ଯ ତାଡନା କରିବେ। ସମାନେେ ମାରେ ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ଯ ମାନିବେ।

ଯୋହନଲିଖିତ ସୁସମାଚାର 17:14

ମୁଁ ସମାନଙ୍କେୁ ତୁମ୍ଭର ଉପଦେଶ ଦଇେଅଛି। ଆଉ ଏହି ଜଗତର ଲୋକମାନେ ସମାନଙ୍କେୁ ଘୃଣା କରନ୍ତି। କାରଣ ସମାନେେ ଜଗତର ନୁହଁନ୍ତି ଓ ଯେପରି ମୁଁ ମଧ୍ଯ ଏହି ଜଗତରୁ ଉତ୍ପନ୍ନ ନୁହେଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:2

ସେ ଯୋହନଙ୍କ ଭାଇ ଯାକୁବଙ୍କୁ ଖଣ୍ଡା ରେ ହତ୍ଯା କରି ଦେଲେ।

କଲସୀୟଙ୍କ ପ୍ରତି ପତ୍ର 1:24

ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମାେତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦହେ ସ୍ବରୂପ ମଣ୍ଡଳୀ ମାଧ୍ଯମ ରେ କେତକେ କଷ୍ଟ ଭୋଗିବା ବାକି ଥିଲା। ସଗେୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମାରେଅଂଶ ମୁଁ ମାେ ଦହେ ରେ ଗ୍ରହଣ କରୁଛି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:9

ଯୀଶୁଙ୍କ ଦୁଃଖ ଭୋଗ ରାଜ୍ଯ ଓ ର୍ଧୈୟ୍ଯ ରେ ତୁମ୍ଭମାନଙ୍କର ସହଭାଗୀ ଭାଇ ମୁଁ ଯୋହନ, ପରମେଶ୍ବରଙ୍କ ବାକ୍ଯ ପ୍ରଚାର ଓ ଯୀଶୁଙ୍କର ସାକ୍ଷୀ ହବୋ ହତେୁ ନିର୍ବାସିତ ହାଇେ ପାତ୍ମ ଦ୍ବୀପରେ ଥିଲି କାରଣ ମୁଁ ପରମେଶ୍ବରଙ୍କର ବାକ୍ଯ ପ୍ରଚାର କଲି। ମୁଁ ଯୀଶୁଙ୍କ ବିଷୟ ରେ ସାକ୍ଷ୍ଯ ଦଲେି।

Interlinear

Choose Theme