ମାର୍କଲିଖିତ ସୁସମାଚାର 10:15 · ଓଡ଼ିଆ ବାଇବେଲ
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି, ଗୋଟିଏ େଛାଟ ପିଲା ସରଳ ମନ ରେ ସବୁ ବିଷୟ ଗ୍ରହଣ କଲାଭଳି ତୁମ୍ଭମାନେେ ପରମେଶ୍ବରଙ୍କ ରାଜ୍ଯ ଗ୍ରହଣ କରିବା ଉଚିତ ନଚତେ ତୁମ୍ଭେ ସଠାେରେ କବେେ ହେଲେ ପ୍ରବେଶ କରି ପାରିବ ନାହିଁ।
Cross references
ମାଥିଉଲିଖିତ ସୁସମାଚାର 18:3
ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ଲୂକଲିଖିତ ସୁସମାଚାର 18:17
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି। ଗୋଟିଏ େଛାଟ ପିଲା କିଛି ଗ୍ରହଣ କଲାଭଳି ତୁମ୍ଭମାନେେ ପରମେଶ୍ବରଙ୍କ ରାଜ୍ଯ ଗ୍ରହଣ ନକଲେ ତା' ମଧିଅରେ ପ୍ରବେଶ କରି ପାରିବନାହିଁ।
ଯୋହନଲିଖିତ ସୁସମାଚାର 3:3
ଯୀଶୁ ତାହାଙ୍କୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ପ୍ରେତ୍ୟକକ ବ୍ଯକ୍ତି ନିଶ୍ଚିତ ରୂପେ ପୁନର୍ବାର ଜନ୍ମ ହବୋ ଆବଶ୍ଯକ। ଯଦି କୌଣସି ଲକେ ପୁନର୍ବାର ଜନ୍ମ ନହୁଏ, ତବେେ ସେ ଲୋକ ପରମେଶ୍ବରଙ୍କର ରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।