ମାର୍କଲିଖିତ ସୁସମାଚାର 1:6 · ଓଡ଼ିଆ ବାଇବେଲ
ଯୋହନ ଓଟ ଲୋମ ରେ ତିଆରି ପୋଷାକ ପିନ୍ଧୁଥିଲେ ଓ ଅଣ୍ଟା ଚାରିପଟେ ଗୋଟିଏ ଚମଡାର ପଟି ବାନ୍ଧୁଥିଲେ। ପଙ୍ଗପାଳ ଓ ବନ-ମଧୁ ତାହାଙ୍କର ଖାଦ୍ୟ ଥିଲା।
Cross references
ଲେବୀୟ ପୁସ୍ତକ 11:22
ତୁମ୍ଭମାନେେ ସବୁ ଜାତିର ପଙ୍ଗପାଳ, ସବୁ ଜାତିର ବାଘୁଆ ପତଙ୍ଗ, ସବୁ ପ୍ରକାରର ଝିଙ୍କାରୀ ଓ ସବୁ ଜାତିର ଝିଣ୍ଟିକା ଖାଦ୍ୟ ରୁପେ ଭୋଜନ କରିପାରିବ।
ଦିତୀୟ ରାଜାବଳୀ 1:8
ବାର୍ତ୍ତାବହମାନେ ଅହସିଯଙ୍କୁ ଉତ୍ତର କଲେ, ସେ ଲୋକଟି ଲୋମଶ ବସ୍ତ୍ର ପରିଧାନ କରିଥିଲା ଓ ତା'ର କଟି ରେ ଏକ ଚମଡାର ପଟୁକା ବନ୍ଧା ଥିଲା।
ଯିଖରିୟ 13:4
ସଦେିନ ପ୍ରେତ୍ୟକକ ଭବିଷ୍ଯତ-ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହବେେ। ସମାନେେ ଭବିଷ୍ଯତ୍ବକ୍ତାପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ।
ମାଥିଉଲିଖିତ ସୁସମାଚାର 3:4
ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।