ମାର୍କଲିଖିତ ସୁସମାଚାର 1:42 · ଓଡ଼ିଆ ବାଇବେଲ
ତାର କୁଷ୍ଠ ରୋଗ ତତ୍କ୍ଷଣାତ୍ ଛାଡିଗଲା ଓ ସେ ସୁସ୍ଥ ହାଇଗେଲା।
Cross references
ଗୀତସଂହିତା 33:9
କାରଣ ପରମେଶ୍ବରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା ସ ୟଦି ସେ କାହାରିକୁ ଚାଲୁରଖିବା ପାଇଁ ଚାହାନ୍ତି ତବେେ ଚାଲୁରଖି ପାରିବେ।
ମାଥିଉଲିଖିତ ସୁସମାଚାର 15:28
ତା'ପରେ ଯୀଶୁ କହିଲେ, ହେ ନାରୀ! ତୁମ୍ଭର ଗଭୀର ବିଶ୍ବାସ ରହିଛି। ତୁମ୍ଭେ ମାଠାରୁେ ଯାହା ଚାହିଁଛ, ମୁଁ ତାହା କରି ଦବେି। ଏହା କହିବା ମାତ୍ ରେ ସହେି ସ୍ତ୍ରୀର ଝିଅଟି ସଂମ୍ପୁର୍ଣ୍ଣ ରୂପା ଭଲ ହାଇଗେଲା।
ମାର୍କଲିଖିତ ସୁସମାଚାର 1:31
ଯୀଶୁ ତାହାଙ୍କ ବିଛଣା ନିକଟକୁ ଗଲେ। ଯୀଶୁ ତାହାଙ୍କ ହାତ ଧରି ତାହାଙ୍କୁ ଠିଆ ହାବା ରେ ସାହାୟ୍ଯ କଲେ। ତାହାଙ୍କର ଜ୍ବର ଛାଡିଗଲା ଓ ସେ ସୁସ୍ଥ ହାଇଗେଲେ। ତା'ପରେ ସେ ସମାନଙ୍କେର ପରିଚର୍ୟ୍ଯା କରିବାକୁ ଲାଗିଲେ।
ମାର୍କଲିଖିତ ସୁସମାଚାର 5:29
ସେ ଯୀଶୁଙ୍କ ବସ୍ତ୍ର ଛୁଇଁବା ମାତ୍ ରେ ତାର ରକ୍ତସ୍ରାବ ବନ୍ଦ ହାଇଗେଲା ଓ ତାର ଶରୀର ରେ ରୋଗ ଭଲ ହାଇଗେଲା ବୋଲି ସେ ଅନୁଭବ କଲା।
ଯୋହନଲିଖିତ ସୁସମାଚାର 4:50
ଯୀଶୁ ଉତ୍ତର ଦେଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ।
ଯୋହନଲିଖିତ ସୁସମାଚାର 15:3
ମୁଁ ତୁମ୍ଭକୁ ଯେଉଁ ଉପଦେଶ ଦଇେଛି, ତାହା ଦ୍ବାରା ତୁମ୍ଭେ ପରିଷ୍କୃତ ହାଇେ ସାରିଅଛ।