Home Bibles ମଲାଖୀ 2:5 · ଓଡ଼ିଆ ବାଇବେଲ
ମଲାଖୀ 2:5 · ଓଡ଼ିଆ ବାଇବେଲ

ଆମ୍ଭେ ଲବେୀ ସହିତ ଚୁକ୍ତି କରିଥିଲୁ ତାକୁ ଜୀବନ ଓ ଶାନ୍ତି ଦବୋପାଇଁ ଏବଂ ଆମ୍ଭେ ଆପଣା ଶପଥ ରଖିଥିଲୁ। ସେ ଆମ୍ଭକୁ ସମ୍ମାନ ଓ ଭୟ କରୁଥିଲା ଏବଂ ଆମ୍ଭ ନାମକୁ ଭକ୍ତି କରୁଥିଲା।

Cross references

ଯାତ୍ରା ପୁସ୍ତକ 32:26

ତେଣୁ ମାଶାେ ଛାଉଣୀ ଦ୍ବାରା ଦେଶ ରେ ଛିଡା ହାଇେ କହିଲେ, ଯେଉଁ ଲୋକେ ସଦାପ୍ରଭୁଙ୍କୁ ଅନୁସରଣ କରିବାକୁ ଚାହଁ ସମାନେେ ମାେ ପାଖକୁ ଆସ। ଏବଂ ଏଥି ରେ ଲବେୀ ବଂଶର ସମସ୍ତ ଲୋକ ମାଶାଙ୍କେ ନିକଟକୁ ଦୌଡ଼ିଲେ।

ଗଣନା ପୁସ୍ତକ 3:45

ତୁମ୍ଭେ ସମସ୍ତ ଲବେୀୟ ଏବଂ ତାଙ୍କର ସମସ୍ତ ପଶୁ ଇଶ୍ରାୟେଲର ପ୍ରଥମଜାତ ଏବଂ ଇଶ୍ରାୟେଲର ପଶୁମାନଙ୍କ ପ୍ରଥମ ଜାତ ବଦଳ ରେ ଗ୍ରହଣ କର। ଆଉ ଲବେୀୟମାନେ ମାରେ ହବେେ, ମୁଁ ସଦାପ୍ରଭୁ ଅଟେ।

ଗଣନା ପୁସ୍ତକ 8:15

ପୁଣି ତୁମ୍ଭେ ସମାନଙ୍କେୁ ଶୁଚି କରି ଦୋଳନୀଯ ନବୈେଦ୍ଯ ରୂପେ ଉତ୍ସର୍ଗ କରିବ, ତା'ପରେ ସମାନେେ ସବୋକରିବା ନିମନ୍ତେ ସମାଗମ ତମ୍ବୁ ରେ ପ୍ରବେଶ କରିବେ।

ଗଣନା ପୁସ୍ତକ 16:9

ଇଶ୍ରାୟେଲର ପରମେଶ୍ବର ତୁମ୍ଭମାନଙ୍କୁ ଇଶ୍ରାୟେଲ ମଣ୍ତଳୀରୁ ପୃଥକ କରି ସଦାପ୍ରଭୁଙ୍କ ପବିତ୍ର ତମ୍ବୁ ନିମନ୍ତେ ନିଯୋଜିତ କରିଛନ୍ତି ଓ ତୁମ୍ଭମାନଙ୍କ ମଣ୍ତଳୀ ସମ୍ମୁଖ ରେ ଠିଆ ହାଇେ ସବୋ କରିବାପାଇଁ ଆପଣା ନିକଟବର୍ତ୍ତୀ କରିଛନ୍ତି। ଏହା ତୁମ୍ଭମାନଙ୍କ ପାଇଁ ୟଥେଷ୍ଟ ନୁହଁ କି?

ଗଣନା ପୁସ୍ତକ 18:8

ତା'ପରେ ସଦାପ୍ରଭୁ ହାରୋଣଙ୍କୁ କହିଲେ, ମାେତେ ଦିଆୟାଇଥିବା ଉପହାରର ଦାଯୀତ୍ବ ମୁଁ ତୁମ୍ଭକୁ ଦଲେି। ତୁମ୍ଭକୁ ଓ ତୁମ୍ଭର ବଂଶଧରମାନଙ୍କୁ ମୁଁ ଦେଉଥିବା ପବିତ୍ର ଦ୍ରବ୍ଯ ସମାନଙ୍କେର ଚିରସ୍ଥାଯୀ ଅଂଶ ହବେ।

ଗଣନା ପୁସ୍ତକ 25:12

ପୀନହସଙ୍କୁ କୁହ ଯେ, ମୁଁ ତାଙ୍କ ନିକଟରେ ବିଶଷେ ପ୍ରତିଜ୍ଞା କରୁଛି।

ଦିତୀୟ ବିବରଣ 33:8

ମାଶାେ ଲବେୀଙ୍କ ବିଷଯ ରେ ଏହି କଥା କହିଲେ, ଲବେୀ ତୁମ୍ଭର ଅନକ୍ସ୍ଟସରଣକାରୀ ଲୋକ। ସଦାପ୍ରଭୁ, ତୁମ୍ଭର ତକ୍ସ୍ଟମ୍ମୀମ୍ ଓ ଊରୀମ୍ ତକ୍ସ୍ଟମ୍ଭ ଆର୍ମୀକ ପୁରୁଷ ସହିତ ଅଛନ୍ତି। ତୁମ୍ଭେ ମଃସା ରେ ତାହାର ପରୀକ୍ଷା କଲ। ମରୀବାଃ ଜଳ ନିକଟରେ ତୁମ୍ଭେ ତାଙ୍କୁ ବି ରୋଧ କଲ ଏବଂ ତୁମ୍ଭେ ସଠାେରେ ଜାଣିଲ, ଯେ ସେ ତୁମ୍ଭର ଲୋକ।

ଦିତୀୟ ବିବରଣ 33:9

ସେ ଆପଣା ପିତା ଓ ଆପଣା ମାତା ବିଷଯ ରେ କହିଲେ, ଆମ୍ଭେ ତାହାକକ୍ସ୍ଟ ଦେଖି ନାହକ୍ସ୍ଟଁ, ସେ ଆପଣା ଭାଇମାନଙ୍କୁ ମଧ୍ଯ ଚିହ୍ନିଲେ ନାହିଁ କିଅବା ଆପଣା ସନ୍ତାନମାନଙ୍କୁ ଚିହ୍ନିଲା ନାହିଁ। କିନ୍ତୁ ସମାନେେ ତୁମ୍ଭର ବାକ୍ଯ ମାନି ଅଛନ୍ତି। ତୁମ୍ଭର ନିଯମ ରକ୍ଷା କରିଛନ୍ତି।

ଗୀତସଂହିତା 106:30

କିନ୍ତୁ ପୀନହସ୍ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ତା'ର ମହାମାରୀ ଦୂର କଲେ।

ହିତୋପଦେଶ 14:2

ଯେଉଁ ଜନ ଆପଣା ସରଳତା ରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ। ମାତ୍ର ଅସାଧୁ ଲୋକ ସଦାପ୍ରଭୁଙ୍କୁ ଘୃଣା କରେ।

ଯିହିଜିକଲ 34:25

ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।

ଯିହିଜିକଲ 37:26

ଏବଂ ମୁଁ ସମାନଙ୍କେ ସହିତ ଶାନ୍ତିର ଏକ ଚୁକ୍ତି ସ୍ଥିର କରିବି। ସମାନଙ୍କେ ସହିତ ତାହା ଏକ ଚିରନ୍ତନ ଚୁକ୍ତି ହବେ। ଏବଂ ମୁଁ ସମାନଙ୍କେୁ ବସାଇବି ଓ ବଢ଼ାଇବି। ଆଉ ସମାନଙ୍କେ ମଧିଅରେ ସଦାକାଳ ମୁଁ ଆପଣା ପବିତ୍ରସ୍ଥାନ ସ୍ଥାପନ କରିବି।

Interlinear

Choose Theme