Home Bibles ଲୂକଲିଖିତ ସୁସମାଚାର 9:33 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 9:33 · ଓଡ଼ିଆ ବାଇବେଲ

ମାଶାେ ଓ ଏଲିୟ ୟିବାକୁ ବାହାରିବା ସମୟରେ ପିତର ଯୀଶୁଙ୍କୁ କହିଲେ, ଗୁରୁ, ଭଲ ହେଲା ଯେ ଆମ୍ଭମାନେେ ଏଠା ରେ ଅଛୁ। ଆମ୍ଭମାନେେ ଏଠା ରେ ତିନୋଟି ତମ୍ବୁ ଟାଣି ଦବେୁ। ଗୋଟିଏ ତୁମ୍ଭ ପାଇଁ ଆଉ ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ। ପିତର ଜାଣି ପାରୁ ନଥିଲେ ଯେ, ସେ କ'ଣ କହୁଛନ୍ତି।

Cross references

ଗୀତସଂହିତା 4:6

ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।

ଗୀତସଂହିତା 27:4

ମୁଁ ସଦାପ୍ରଭୁଙ୍କଠାରେ ଗୋଟିଏ ମାତ୍ର ବିଷଯ ପ୍ରାର୍ଥନା କରେ, ୟପରେି ମାରେ ଜୀବନସାରା ସଦାପ୍ରଭୁଙ୍କ ଉପାସନା ମନ୍ଦିରରେ ବସିବାକୁ ସୁଯୋଗ ପାଏ, ୟାହା ଫଳରେ କି ମୁଁ ସଦାପ୍ରଭୁଙ୍କ ସୌନ୍ଦର୍ୟ୍ଯକୁ ଦେଖିପାରିବି ଓ ତାଙ୍କ ପ୍ରାସାଦକୁ ଦର୍ଶନ କରିପାରିବି।

ଗୀତସଂହିତା 63:2

ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।

ଗୀତସଂହିତା 73:28

ପରମେଶ୍ବରଙ୍କର ନିକଟବର୍ତ୍ତୀ ହବୋରେ ମାରେ ମଙ୍ଗଳ। ସଦାପ୍ରଭୁ ମାରେ ପ୍ରଭୁ, ହଁ ମାରେ ସୁରକ୍ଷାର ଦୁର୍ଗ। ହେ ପରମେଶ୍ବର ତୁମ୍ଭେ କରିଥିବା ସମସ୍ତ କର୍ମକୁ ମୁଁ ବର୍ଣ୍ଣନା କରିବି।

ମାଥିଉଲିଖିତ ସୁସମାଚାର 17:14

ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ଲୋକମାନଙ୍କ ପାଖକୁ ଫରେି ଆସିଲେ। ଗୋଟିଏ ଲୋକ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ଆଗ ରେ ଆଣ୍ଠୁ ମାଡ଼ି ପଡ଼ିଗଲେ।

ମାର୍କଲିଖିତ ସୁସମାଚାର 9:5

ପିତର ଯୀଶୁଙ୍କୁ କହିଲେ, ଗୁରୁ, ବହୁତ ଭଲ ହେଲା ଯେ ଆମ୍ଭେ ଏଠା ରେ ଅଛୁ। ଆମ୍ଭେ ଏଠା ରେ ତିନୋଟି ତମ୍ବୁ ଟାଣି ଦବେୁ, ଗୋଟିଏ ତୁମ୍ଭ ପାଇଁ, ଗୋଟିଏ ମାଶାଙ୍କେ ପାଇଁ ଓ ଅନ୍ୟଟି ଏଲିୟଙ୍କ ପାଇଁ।

ମାର୍କଲିଖିତ ସୁସମାଚାର 10:38

ଯୀଶୁ କହିଲେ, ତୁମ୍ଭେ କ'ଣ ମାଗୁଛ, ତାହା ତୁମ୍ଭେ ଜାଣି ପାରୁନାହଁ। ମୁଁ ଯେଉଁ ଯାତନା ଭୋଗ କରିବି, ତୁମ୍ଭେ ମଧ୍ଯ କ'ଣ ସହେି ଭଳି ଯାତନା ଭୋଗ କରି ପାରିବ? ମୁଁ ଯେଉଁ ଭଳି ବାପ୍ତିଜିତ ହବେି, ତୁମ୍ଭେ କ'ଣ ସହେିଭଳି ବାପ୍ତିଜିତ ହାଇେ ପାରିବ?

ଲୂକଲିଖିତ ସୁସମାଚାର 5:5

ଶମାନେ କହିଲେ, ପ୍ରଭୁ, ମାଛ ଧରିବା ପାଇଁ ଆମ୍ଭମାନେେ ରାତିସାରା କଠିନ ପରିଶ୍ରମ କଲୁ, ମାତ୍ର କିଛି ହେଲେ ପାଇଲୁ ନାହିଁ। ଏବେ ତୁମ୍ଭେ ଜାଲ ପକାଇବାକୁ କହୁଛ। ତେଣୁ ମୁଁ ଜାଲ ପକାଇବି।

ଯୋହନଲିଖିତ ସୁସମାଚାର 14:8

ଫିଲିପ୍ପ ଯୀଶୁଙ୍କୁ କହିଲେ, ପ୍ରଭୁ, ଆମ୍ଭକୁ ପରମପିତାଙ୍କୁ ଦଖାେନ୍ତୁ। ଆମ୍ଭର ସତେିକି ଦରକାର।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 4:6

ଥରେ ପରମେଶ୍ବର କହିଲେ : ଅନ୍ଧକାର ମଧ୍ଯରୁ ଆଲୋକ ପ୍ରକାଶିତ ହବେ।

Interlinear

Choose Theme