Home Bibles ଲୂକଲିଖିତ ସୁସମାଚାର 7:20 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:20 · ଓଡ଼ିଆ ବାଇବେଲ

ସେ ଲୋକମାନେ ଯୀଶୁଙ୍କ ପାଖ ରେ ପହନ୍ଚିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ବାପ୍ତିଜକ ଯୋହନ ଆମ୍ଭକୁ ତୁମ୍ଭ ପାଖକୁ ଏହି ପ୍ରଶ୍ନ ପଚାରିବାକୁ ପଠାଇଲେ: 'ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ ଅନ୍ୟ କାହାରି ଅପେକ୍ଷା ରେ ରହିବୁ?'

Cross references

ଲୂକଲିଖିତ ସୁସମାଚାର 7:19

ଯୋହନ ସମାନଙ୍କେୁ ପ୍ରଭୁ ଯୀଶୁଙ୍କ ପାଖକୁ ଏହି କଥା ପଚାରି ପଠାଇଲେ: ଯାହାଙ୍କର ଆସିବାର ଥିଲା, ଆପଣ କ'ଣ ସହେି ଲୋକ ନା ଆମ୍ଭେ ଆଉ କାହାରି ଅପେକ୍ଷା ରେ ରହିବୁ?

Interlinear

Choose Theme