Home Bibles ☰ Books ଲୂକଲିଖିତ ସୁସମାଚାର 7:10 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 7:10 · ଓଡ଼ିଆ ବାଇବେଲ

ଯୀଶୁଙ୍କ ପାଖକୁ ଯେଉଁ ଲୋକମାନଙ୍କୁ ପଠାଯାଇଥିଲା, ସମାନେେ ଘରକୁ ଫରେିୟିବା ପରେ ଦେଖିଲେ ଯେ ଚାକରଟି ସୁସ୍ଥ ହାଇେ ଯାଇଛି।

Cross references

ମାଥିଉଲିଖିତ ସୁସମାଚାର 8:13

ତା'ପରେ ଯୀଶୁ ସନୋପତିଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସହେି ସମୟରେ ତାହାଙ୍କର ଦାସ ସୁସ୍ଥ ହାଇଗେଲା।

ମାଥିଉଲିଖିତ ସୁସମାଚାର 15:28

ତା'ପରେ ଯୀଶୁ କହିଲେ, ହେ ନାରୀ! ତୁମ୍ଭର ଗଭୀର ବିଶ୍ବାସ ରହିଛି। ତୁମ୍ଭେ ମାଠାରୁେ ଯାହା ଚାହିଁଛ, ମୁଁ ତାହା କରି ଦବେି। ଏହା କହିବା ମାତ୍ ରେ ସହେି ସ୍ତ୍ରୀର ଝିଅଟି ସଂମ୍ପୁର୍ଣ୍ଣ ରୂପା ଭଲ ହାଇଗେଲା।

ମାର୍କଲିଖିତ ସୁସମାଚାର 9:23

ଯୀଶୁ କହିଲେ, ତୁମ୍ଭେ କହିଲ, 'ତୁମ୍ଭେ ଯଦି ପାରିବ ତବେେ ସାହାୟ୍ଯ ହବେ।' ବିଶ୍ବାସୀ ଲୋକପାଇଁ ସବୁ କିଛି ସମ୍ଭବ।

ଯୋହନଲିଖିତ ସୁସମାଚାର 4:50

ଯୀଶୁ ଉତ୍ତର ଦେଲେ, ଯାଅ, ତୁମ୍ଭର ପୁଅ ବଞ୍ଚିବ।

Interlinear

Choose Theme