Home Bibles ଲୂକଲିଖିତ ସୁସମାଚାର 5:9 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:9 · ଓଡ଼ିଆ ବାଇବେଲ

ଶିମାନେ ପିତର ଏହା ଦେଖି ଯୀଶୁଙ୍କ ପାଦତଳେ ପଡିଯାଇ କହିଲେ, ହେ ପ୍ରଭୁ! ତୁମ୍ଭେ ମାେ ପାଖରୁ ଚାଲିଯାଅ। ମୁଁ ଜଣେ ପାପୀ ମଣିଷ।

Cross references

ଗୀତସଂହିତା 8:6

ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।

ଗୀତସଂହିତା 8:8

ଆକାଶର ଉଡ଼ୁଥିବା ପକ୍ଷୀମାନେ ଓ ସମୁଦ୍ରର ମାଛମାନେ ମଧ୍ଯ ଅଛନ୍ତି।

ମାର୍କଲିଖିତ ସୁସମାଚାର 9:6

ପିତର ଜାଣି ପାରୁ ନଥିଲେ ଯେ କ'ଣ କହିବାକୁ ହବେ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ଯ ବହୁତ ଡରି ଯାଇଥିଲେ।

ଲୂକଲିଖିତ ସୁସମାଚାର 2:18

ମଷେପାଳକମାନେ ଯାହା କହିଲେ ତାହା ଶୁଣି, ସମସ୍ତେ ଆଶ୍ଚର୍ୟ୍ଯ ହାଇଗେଲେ।

ଲୂକଲିଖିତ ସୁସମାଚାର 4:32

ଲୋକେ ତାହାଙ୍କ ଉପଦେଶ ଶୁଣି ବିସ୍ମିତ ହାଇଯୋଉଥିଲେ। କାରଣ ସେ ଅଧିକାର ସହିତ କଥା କହୁଥଲେ।

ଲୂକଲିଖିତ ସୁସମାଚାର 4:36

ଲୋକମାନେ ଆଶ୍ଚର୍ୟ୍ଯ ହାଇଗେଲେ। ସମାନେେ କୁହାକୁହି ହେଲେ, ଏ କିପରି କଥା? ଅଧିକାର ଓ ଶକ୍ତି ସହିତ ସେ ଦୁଷ୍ଟାତ୍ମାମାନଙ୍କୁ ଆଜ୍ଞା ଦେଉଛନ୍ତି। ଏବଂ ଦୁଷ୍ଟାତ୍ମାମାନେ ତାହାଙ୍କ କଥା ମାନି ବାହାରି ଆସୁଛନ୍ତି।

Interlinear

Choose Theme