Home Bibles ଲୂକଲିଖିତ ସୁସମାଚାର 5:31 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:31 · ଓଡ଼ିଆ ବାଇବେଲ

ଯୀଶୁ ସମାନଙ୍କେୁ କହିଲେ, ସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ନାହିଁ। କିନ୍ତୁ ଅସୁସ୍ଥ ଲୋକମାନଙ୍କ ପାଇଁ ଡାକ୍ତରର ଆବଶ୍ଯକତା ରହିଛି।

Cross references

ଯିରିମିୟ 8:22

ଗିଲିଯଦ ରେ ଔଷଧ ଅଛି ଓ ସଠାେ ରେ ବୈଦ୍ଯମାନେ ମଧ୍ଯ ଅଛନ୍ତି। ତବେେ ମାରେ ଆଘାତପ୍ରାପ୍ତ ଲୋକମାନେ କାହିଁକି ଆରୋଗ୍ୟଲାଭ କରୁ ନାହାଁନ୍ତି ?

ମାଥିଉଲିଖିତ ସୁସମାଚାର 9:12

ଫାରୂଶୀମାନଙ୍କ କଥା ଶୁଣି ଯୀଶୁ କହିଲେ, ଜଣେ ସୁସ୍ଥ ଲୋକ ପାଇଁ ଡାକ୍ତର ଆବଶ୍ଯକ ନାହିଁ, କିନ୍ତୁ ଜଣେ ରୋଗୀ ପାଇଁ ଡାକ୍ତର ଦରକାର।

ମାର୍କଲିଖିତ ସୁସମାଚାର 2:17

ଯୀଶୁ ଏହା ଶୁଣି ସମାନଙ୍କେୁ କହିଲେ, ସୁସ୍ଥ ଲୋକର ଡାକ୍ତର ଦରକାର ନାହିଁ, କାବଳ ରୋଗୀ ଲୋକଙ୍କର ଡାକ୍ତର ଦରକାର। ମୁଁ ଧାର୍ମିକମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିନାହିଁ। ମୁଁ କବଳେ ପାପୀମାନଙ୍କୁ ନିମନ୍ତ୍ରଣ ଦବୋ ପାଇଁ ଆସିଛି।

Interlinear

Choose Theme