Home Bibles ଲୂକଲିଖିତ ସୁସମାଚାର 5:2 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 5:2 · ଓଡ଼ିଆ ବାଇବେଲ

ଯୀଶୁ ହ୍ରଦ କୂଳ ରେ ଦୁଇଟି ଡଙ୍ଗା ଥୁଆ ହାଇେଥିବାର ଦେଖିଲେ। କେଉଟମାନେ ସହେି ଡଙ୍ଗାରୁ ଓହା୍ଲଇ ତାହାଙ୍କ ଜାଲ ଧୋଉଥିଲେ।

Cross references

ମାଥିଉଲିଖିତ ସୁସମାଚାର 4:21

ଯୀଶୁ ସଠାରୁେ ଆଗକୁ ଚାଲିଲେ। ସେ ଦେଖିଲେ ଯେ ଜବଦେୀଙ୍କ ପୁଅ ଯାକୁବ ଓ ଯୋହନଙ୍କୁ ତାହାଙ୍କ ବାପାଙ୍କ ସହିତ ଡଙ୍ଗା ଉପରେ ବସି ଜାଲ ମରାମତି କରୁଛନ୍ତି। ଯୀଶୁ ସମାନଙ୍କେୁ ଡାକିଲେ।

ମାର୍କଲିଖିତ ସୁସମାଚାର 1:19

ଯୀଶୁ ଗାଲିଲୀ ହ୍ରଦ କୂଳ ରେ ଚାଲିବାକୁ ଲାଗିଲେ। କିଛି ବାଟ ଗଲା ପରେ, ଜବଦେୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନଙ୍କୁ ଦେଖିଲେ। ସେ ଦୁଇ ଭାଇ ନେ ୗକା ରେ ବସି ମାଛ ଧରିବା ପାଇଁ ଜାଲ ସଜାଡୁଥିଲେ।

Interlinear

Choose Theme