ଭବିଷ୍ଯଦ୍ବକ୍ତା ୟିଶାୟଙ୍କ ପୁସ୍ତକ ତାହାଙ୍କୁ ଦିଆଯାଇଥିଲା। ଯୀଶୁ ପୁସ୍ତକ ଖାଲିେ ଯେଉଁ ଜାଗା ରେ ଏହା ଲଖାେଥିଲା, ତାହା ପାଇଲେ:
Cross references
ସଦାପ୍ରଭୁଙ୍କର ସବେକ କୁହନ୍ତି, ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମାଠାେ ରେ ଅଧିଷ୍ଠାନ କରନ୍ତି, କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ଅଭିଷିକ୍ତ କରିଅଛନ୍ତି। ସେ ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ ବନ୍ଦୀ ଲୋକମାନଙ୍କୁ ମୁକ୍ତି ଦବୋକୁ ଓ ନିର୍ବାସିତ ଲୋକମାନଙ୍କୁ କାରାମୁକ୍ତ କରିବାକୁ ପ୍ରଚାର କରିବା ନିମନ୍ତେ ମାେତେ ପ୍ ରରଣେ କରିଛନ୍ତି।
ଗୀତସଂହିତା ରେ ଦାଉଦ ନିଜେ କହିଛନ୍ତି:
କିନ୍ତୁ ପରମେଶ୍ବର ସମାନଙ୍କେଠାରୁ ବିମୁଖ ହେଲେ। ସେ ସମାନଙ୍କେୁ ଆକାଶସ୍ଥ ଭଣ୍ଡ ଦବେତାମାନଙ୍କର ପୂଜା କରିବାପାଇଁ ଛାଡ଼ି ଦେଲେ। ଏହି ବିଷୟ ରେ ଭାବବାଦୀମାନଙ୍କର ପୁସ୍ତକରେ ଯେପରି ଲଖାେଅଛି,
ସଠାେରେ ମାଶାଙ୍କେ ପ୍ରଦତ୍ତ ବ୍ଯବସ୍ଥା ଓ ଭବିଷ୍ଯଦ୍ବକ୍ତାମାନଙ୍କର ଲୋଖାଗୁଡ଼ିକ ପଢ଼ାୟିବା ପରେ ନେତାମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ନିକଟକୁ ଏହା କହି ପଠାଇଲେ, ଭାଇମାନେ, ଲୋକମାନଙ୍କ ପାଇଁ ଯଦି ତୁମ୍ଭମାନଙ୍କର କିଛି ନିଷ୍ଠାର ଉପଦେଶ ଥାଏ, ତବେେ କୁହ।
ୟିରୂଶାଲମ ବାସିନ୍ଦାମାନେ ଓ ଯିହୂଦୀନେତାମାନେ ଯୀଶୁଙ୍କୁ ଚ଼ିହ୍ନି ପାରିଲେ ନାହିଁ। ସମାନେେ ତାହାଙ୍କୁ ଦଣ୍ଡ ଦେଲେ। ଏହି ପ୍ରକା ରେ ସମାନେେ ଭବିଷ୍ଯଦ୍ବକ୍ତାମାନଙ୍କ ବାକ୍ଯ ସଫଳ କଲେ। ଭବିଷ୍ଯଦ୍ବକ୍ତାମାନଙ୍କର ଏହି ବାକ୍ଯ ସବୁ ପ୍ରତି ବିଶ୍ରାମ ଦିବସ ରେ ପଢ଼ାଯାଏ।