Home Bibles ଲୂକଲିଖିତ ସୁସମାଚାର 23:53 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 23:53 · ଓଡ଼ିଆ ବାଇବେଲ

ତେଣୁ ୟୋ ସଫେ ଯୀଶୁଙ୍କ ଶରୀରକୁ କୃଶ ଉପରୁ ତଳକୁ ଓହ୍ଲାଇ ଆଣିଲେ। ତାହା ଗୋଟିଏ ଲୁଗା ରେ ସେ ଘୋଡାଇ ଦେଲେ। ସେ ଯୀଶୁଙ୍କ ଶରୀରକୁ ନଇେ ପାହାଡକାନ୍ଥ ରେ ଖୋଳା ହାଇେଥିବା ଓ ପୂର୍ବରୁ କବେେ ବ୍ଯବହୃତ ହାଇନେଥିବା କବର ମଧିଅରେ ରଖିଲେ।

Cross references

ଯିଶାଇୟ 53:9

ସେ ମୃତ୍ଯୁବରଣ କଲେ ଓ ଧନୀମାନଙ୍କ ସହ କବର ନେଲେ। ପୁଣି ଦୁଷ୍ଟଗଣଙ୍କ ସହ ତାଙ୍କର କବର ନିରୂପଣ କରାଗଲା। ଯଦିଓ ତାଙ୍କର କିଛି ଛଳ ନ ଥିଲା ଓ ସେ ମିଥ୍ଯା କହି ନ ଥିଲେ, ତଥାପି ତାଙ୍କ ପ୍ରତି ଏହିପରି ଦୌରାତ୍ମ୍ଯ କରାଗଲା।

ମାଥିଉଲିଖିତ ସୁସମାଚାର 27:59

ଯୋଷଫେ ଶରୀରକୁ ନେଲେ ଓ ତାହାଙ୍କୁ ନୂଆ ରେଶମ ବସ୍ତ୍ର ଦ୍ବାରା ଘାଡ଼ଇେେ ଦେଲେ।

ମାର୍କଲିଖିତ ସୁସମାଚାର 15:46

ୟୋ ସଫେ ଖଣ୍ଡିଏ ବସ୍ତ୍ର କିଣିଲେ। ସେ ଶବକୁ କୃଶ ଉପରୁ ତଳକୁ ଓହ୍ଲଇେ ଆଣିଲେ। ସେ ଶବକୁ ବସ୍ତ୍ର ରେ ସପୂର୍ଣ୍ଣ ଗୁଡଇେ ଦେଲେ ଓ ପଥର କଟା ହାଇେ ତିଆରି ହାଇେଥିବା ଗୋଟିଏ କବର ରେ ତାହାଙ୍କୁ ରଖି ଦେଲେ। ଖଣ୍ଡିଏ ବଡ ପଥର ଗଡଇେ ଆଣି କବରର ମୁହଁକୁ ବନ୍ଦ କରି ଦେଲେ।

Interlinear

Choose Theme