ପୀଲାତ ପ୍ରଧାନ ଯାଜକ ଏବଂ ଲୋକମାନଙ୍କୁ କହିଲେ, ଏ ଲୋକର ମୁଁ କିଛି ଭୁଲ ଦେଖି ପାରୁନାହିଁ,
Cross references
ପୀଲାତ ବିଚାରମଞ୍ଚ ରେ ବସିଥିବା ସମୟରେ ତାହାଙ୍କ ସ୍ତ୍ରୀ ତାହାଙ୍କ ପାଖକୁ ଗୋଟିଏ ଖବର ପଠାଇଲେ। ଖବରଟି ଥିଲା: ଏହି ଧର୍ମିକ ଲୋକଟିର କିଛି ହେଲେ କ୍ଷତି କରନାହିଁ। ମୁଁ ତାହାଙ୍କ ବିଷୟ ରେ କାଲି ରାତି ରେ ଗୋଟିଏ ସ୍ବପ୍ନ ଦେଖିଛି। ସେଥି ଯୋଗୁଁ ମୁଁ ଅଧିକ ଚିନ୍ତାଗ୍ରସ୍ତ ହାଇପେଡ଼ିଛି।
ପୀଲାତ ପଚ଼ାରିଲେ, କାହିଁକି? ସେ କ'ଣ ଅପରାଧ କରିଛନ୍ତି? କିନ୍ତୁ ସମସ୍ତେ ଚିତ୍କାର କରି କହିଲେ, ତାହାଙ୍କୁ କୃଶ ରେ ଚ଼ଢ଼ଇେ ଦିଆଯାଉ।
ପୀଲାତ ପଚାରିଲେ, କାହିଁକି? ସେ ଏଭଳି କ'ଣ ଅପରାଧ କରିଛନ୍ତି?
ପୀଲାତ ସମାନଙ୍କେୁ କହିଲେ, ତୁମ୍ଭମାନେେ ଯୀଶୁଙ୍କୁ ମାେ ପାଖକୁ ଆଣିଛ। ତୁମ୍ଭମାମେେ କହୁଛ ଯେ ସେ ଲୋକଙ୍କ ମଧିଅରେ ଗୋଳମାଳ ସୃଷ୍ଟି କରୁଛନ୍ତି। କିନ୍ତୁ ମୁଁ ତୁମ୍ଭମାନଙ୍କ ସମସ୍ତଙ୍କ ଉପସ୍ଥିତି ରେ ତାହାଙ୍କୁ ପ୍ରଶ୍ନ କରିଛି। ତାହାଙ୍କ ଠା ରେ ମୁଁ କୌଣସି ଭୁଲ ଦେଖିପାରିଲି ନାହିଁ। ତୁମ୍ଭମାନେେ ଯାହା କହୁଛ, ଯୀଶୁ ସେଥି ରେ ଦୋଷୀ ନୁହଁନ୍ତି।
ତୃତୀୟ ଥର ପାଇଁ ପୀଲାତ ସମାନଙ୍କେୁ କହିଲେ, କାହିଁକି, ସେ କ'ଣ ଭୁଲ କରିଛନ୍ତି? ସେ ଦୋଷୀ ନୁହନ୍ତି। ତାହାଙ୍କୁ ମୃତ୍ଯୁଦଣ୍ଡ ଦବୋପାଇଁ ମୁଁ କୌଣସି କାରଣ ଦେଖି ପାରୁନାହିଁ। ତେଣୁ ତାହାଙ୍କୁ ସାମାନ୍ଯ ଦଣ୍ଡ ଦବୋ ପରେ ମୁଁ ତାହାଙ୍କୁ ଛାଡି ଦବେି।
ପୀଲାତ କହିଲେ, ସତ୍ଯ କ'ଣ? ସେ ଏହା କହିବା ପରେ ପୁଣି ଯିହୂଦୀମାନଙ୍କ ପାଖକୁ ଗଲେ। ପୀଲାତ କହିଲେ, ଏହି ଲୋକ ବିରୁଦ୍ଧ ରେ କୌଣସି ଅଭିଯୋଗ ମୁଁ ପାଉ ନାହିଁ।
ପୀଲାତ ପୁଣି ଥରେ ବାହାରକୁ ଆସି ଯିହୂଦୀମାନଙ୍କୁ କହିଲେ, ବର୍ତ୍ତମାନ ମୁଁ ତାହାଙ୍କୁ ତୁମ୍ଭମାନଙ୍କ ଆଗକୁ ଆଣୁଛି। ମୁଁ ତୁମ୍ଭମାନଙ୍କୁ ଜଣାଇ ଦବୋକୁ ଚା ହେଁ ଯେ, ମୁଁ ତାହାଙ୍କ ବିରୁଦ୍ଧ ରେ କୌଣସି ଅଭିଯୋଗ ପାଉ ନାହିଁ।
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
ବରଂ ନିର୍ଦ୍ ଦୋଷ ପବିତ୍ର ମଷେଶାବକ ଖ୍ରୀଷ୍ଟଙ୍କର ବହୁମୂଲ୍ଯ ରକ୍ତ ଦ୍ବାରା ତୁମ୍ଭେ କିଣା ହାଇେଅଛ।
ସେ କୌଣସି ପାପ କରି ନ ଥିଲେ ଓ କୌଣସି ମିଛ କଥା ମୁହଁ ରେ ଉଚ୍ଚାରଣ କରି ନ ଥିଲେ। ୟିଶାଇୟ 53:9
ଖ୍ରୀଷ୍ଟ ନିଜେ ତୁମ୍ଭ ପାଇଁ ମଲେ। ସହେି ମୂଲ୍ଯ ତୁମ୍ଭର ପାପ ପାଇଁ ମୂଲ୍ଯ ଦଲୋ। ସେ ନିଜେ ଦୋଷୀ ନ ଥିଲେ କିନ୍ତୁ ଦୋଷୀ ଲୋକଙ୍କ ଲାଗି ମୃତ୍ଯୁ ବରଣ କଲେ। ସେ ତୁମ୍ଭ ସମସ୍ତଙ୍କୁ ପରମେଶ୍ବରଙ୍କ ପାଖକୁ ଆଣିବା ପାଇଁ ଏପରି କଲେ। ତାହାଙ୍କର ଶରୀରକୁ ବଧ କରାଗଲା, କିନ୍ତୁ ଆତ୍ମା ରେ ସେ ପୁନର୍ଜୀବିତ ହେଲେ,