Home Bibles ☰ Books ଲୂକଲିଖିତ ସୁସମାଚାର 23:37 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 23:37 · ଓଡ଼ିଆ ବାଇବେଲ

ସୈନ୍ଯମାନେ କହିଲେ, ତୁମ୍ଭେ ଯଦି ଯିହୂଦୀମାନଙ୍କର ରାଜା, ତବେେ ନିଜକୁ ରକ୍ଷା କର।

Cross references

ମାର୍କଲିଖିତ ସୁସମାଚାର 15:26

ଯୀଶୁଙ୍କ ବିରୁଦ୍ଧ ରେ ଗୋଟିଏ ଅଭିଯୋଗପତ୍ର ଫଳକ ଉପରେ ଲଖାେ ଯାଇଥିଲା ଏ ଯିହୂଦୀମାନଙ୍କର ରାଜା।

ଲୂକଲିଖିତ ସୁସମାଚାର 23:39

ଝୁଲୁଥିବା ଅପରାଧୀ ଦୁହିଁଙ୍କ ଭିତରୁ ଜଣେ ଯୀଶୁଙ୍କୁ ନିନ୍ଦାକରି କହିବାକୁ ଲାଗିଲା, ତୁମ୍ଭେ କ'ଣ ଖ୍ରୀଷ୍ଟ ନୁହଁ? ତବେେ ତୁମ୍ଭେ ନିଜକୁ ରକ୍ଷା କର ଓ ଆମ୍ଭକୁ ମଧ୍ଯ ରକ୍ଷା କର।

Interlinear

Choose Theme