Home Bibles ଲୂକଲିଖିତ ସୁସମାଚାର 22:56 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 22:56 · ଓଡ଼ିଆ ବାଇବେଲ

ଜଣେ ଦାସୀ ପିତରଙ୍କୁ ସଠାେରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅ ରେ ଦେଖିପାରିଲା। କନ୍ଯାଦାସୀଟି ମନ ଧ୍ଯାନ ଦଇେ ପିତରଙ୍କ ମୁହଁକୁ ଚାହିଁଲା। ତା'ପରେ ସେ କହିଲା, ଏ ଲୋକ ମଧ୍ଯ ତାହାଙ୍କ ସହିତ ଥିଲା।

Cross references

ମାଥିଉଲିଖିତ ସୁସମାଚାର 26:69

ସହେି ସମୟରେ ପିତର ପ୍ରାଙ୍ଗଣ ମଧିଅରେ ବସିଥିଲେ। ଜଣେ ଦାସୀ ପିତରଙ୍କ ପାଖକୁ ଆସିଲା। ସେ କହିଲା, ତୁମ୍ଭେ ମଧ୍ଯ ଗାଲିଲୀର ଯୀଶୁଙ୍କ ସହିତ ଥିଲ।

ମାର୍କଲିଖିତ ସୁସମାଚାର 14:6

ଯୀଶୁ କହିଲେ, ସହେି ସ୍ତ୍ରୀ ଲୋକଟିକୁ ହଇରାଣ କର ନାହିଁ। ତାକୁ ଛାଡିଦିଅ। ସେ ମାେ ପାଇଁ ଗୋଟିଏ ବହୁତ ଭଲ କାମ କରିଛି।

ମାର୍କଲିଖିତ ସୁସମାଚାର 14:17

ସନ୍ଧ୍ଯା ବଳକେୁ ଯୀଶୁ ବାରଜଣ ଯାକ ପ୍ ରରେିତଙ୍କୁ ସାଙ୍ଗ ରେ ଧରି ସଠାେରେ ଯାଇ ପହନ୍ଚିଲେ।

ମାର୍କଲିଖିତ ସୁସମାଚାର 14:66

ସହେି ସମୟରେ ପିତର ମଧ୍ଯ ଅଗଣା ମଧିଅରେ ଥିଲେ। ପିତରଙ୍କ ପାଖକୁ ମହାୟାଜକଙ୍କର ଜଣେ ଚାକରାଣୀ ଆସିଲା।

ଯୋହନଲିଖିତ ସୁସମାଚାର 18:17

ସହେି ଦାସୀ ପିତରଙ୍କୁ ପଚାରିଲା, ତୁମ୍ଭେ ବି କ'ଣ ଏହି ଲୋକର ଶିଷ୍ଯମାନଙ୍କ ମଧ୍ଯରୁ ଜଣେ?

Interlinear

Choose Theme