ତା'ପରେ ଯୀଶୁ ଗୋଟିଏ ପାତ୍ର ରେ ଅଙ୍ଗୁର ରସ ନେଲେ। ଏଥିପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ କହିଲେ ଏହି ପାତ୍ର ନିଅ, ଏଥି ରେ ଥିବା ଅଙ୍ଗୁର ରସ ସମସ୍ତଙ୍କୁ ଦିଅ।
Cross references
ଆଉ ତୁମ୍ଭମାନେେ ସଠାେରେ ଖାଦ୍ୟ ରେ ତୃଲ୍ଗ ହବେ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦଇେ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ଯବାଦ କରିବ।
ତୁମ୍ଭମାନେେ ସହର ଭିତରକକ୍ସ୍ଟ ୟାଅ, ତାଙ୍କୁ ପାଇୟିବ। ଯଦି ତୁମ୍ଭେ ଚଞ୍ଚଳ ୟିବ, ତବେେ ତୁମ୍ଭେ ତାଙ୍କୁ ଉପାସନା ସ୍ଥାନ ରେ ଭୋଜନ ପୂର୍ବରକ୍ସ୍ଟ ସାକ୍ଷାତ କରିପାରିବ। ସଠାେରେ ସେ ନବୈେଦ୍ଯକକ୍ସ୍ଟ ଆଶୀର୍ବାଦ କରିବେ। ତା'ପରେ ଲୋକମାନେ ଭୋଜନ କରିବେ। ସେ ନ ଆସିବା ପର୍ୟ୍ଯନ୍ତ ଲୋକମାନେ ଖାଇବା ଆରମ୍ଭ କରନ୍ତି ନାହିଁ। ତେଣୁ ଯଦି ତୁମ୍ଭେ ଚଞ୍ଚଳ ହକ୍ସ୍ଟଅ ତାଙ୍କୁ ପାଇପାରିବ।
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶତ୍ରୁମାନଙ୍କ ସମ୍ମୁଖରେ ମାରେ ମଜେ ସଜାଇଅଛ। ତୁମ୍ଭେ ମାରେ ମୁଣ୍ଡରେ ତଲେ ଢ଼ାଳିଛ। ମାେ ପାନପାତ୍ର ପୂର୍ଣ୍ଣ ହାଇେ ଉଚ୍ଛୁଳି ପଡ଼ିଛି।
ସେ ମାେତେ ରକ୍ଷା କଲେ। ତଣେୁ ମୁଁ ତାଙ୍କୁ ପଯେ ନବୈେଦ୍ଯ ଉତ୍ସର୍ଗ କରିବି। ଏବଂ ମୁଁ ସଦାପ୍ରଭୁଙ୍କ ନାମ ପ୍ରାର୍ଥନା କରିବି।
ମୃତ ବ୍ଯକ୍ତିଙ୍କ ଦୁଃଖ ରେ ଶାେକ କରୁଥିବା ଲୋକମାନଙ୍କୁ ସାନ୍ତ୍ବନା ଦବୋକୁ କହେି ଖାଦ୍ୟ ଆଣିବେ ନାହିଁ। ପିତାମାତାଙ୍କ ମୃତ୍ଯୁ ରେ ବିଳାପ କରୁଥିବା ପୁତ୍ରମାନଙ୍କୁ ପାନ କରିବା ନିମନ୍ତେ ସାନ୍ତ୍ବନା ସୂଚକ ପାତ୍ର କହେି ଦବେେ ନାହିଁ।
ତା'ପରେ ଯୀଶୁ ପାଞ୍ଚଟି ରୋଟୀ ଓ ଦୁଇଟି ମାଛ ନେଲେ। ସେ ସ୍ବର୍ଗ ଆଡକୁ ଚାହିଁ ଖାଦ୍ୟପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ଖାଦ୍ୟତକ ଖଣ୍ଡ ଖଣ୍ଡ କରି ତାହାଙ୍କ ଶିଷ୍ଯମାନଙ୍କୁ ଲୋକଙ୍କ ଭିତ ରେ ପରଶି ଦବୋକୁ ଦେଲେ।
ତାପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ ରରେିତମାନଙ୍କୁ ଦେଲେ। ତା'ପରେ ଯୀଶୁ କହିଲେ, ଏହି ରୋଟୀ ମାରେଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମାେତେ ମନେ ରଖିବା ପାଇଁ ଏହା କର।
ଯେଉଁ ଲୋକ ଗୋଟିଏ ଦିନକୁ ଅନ୍ୟ ଦିନ ଗୁଡିକ ତୁଳନା ରେ ବିଶଷେ ମହତ୍ତ୍ବ ଦିଏ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ। ଯେଉଁ ଲୋକ ସମସ୍ତ ପ୍ରକାର ଖାଦ୍ୟ ଖାଏ, ତାହା ସେ ପ୍ରଭୁଙ୍କ ପାଇଁ କରେ। ଖାଦ୍ୟ ପାଇଁ ସେ ପରମେଶ୍ବରଙ୍କୁ ଧନ୍ଯ ବାଦ ଜଣାଏ। ଯେଉଁ ଲୋକ କେତକେ ପ୍ରକାରର ଖାଦ୍ୟ ଖାଇବାକୁ ବାରଣ କରେ, ତାହା ସେ ପ୍ରଭୁଙ୍କ ପାଇଁ ସପରେି କରେ, ଓ ତାହାଙ୍କୁ ଧନ୍ଯବାଦ ଜଣାଏ।
ପରମେଶ୍ବର ଯାହା ସବୁ ସୃଷ୍ଟି କରିଛନ୍ତି, ସେ ସବୁ ଉତ୍ତମ ଅଟେ। ପରମେଶ୍ବରଙ୍କୁ ଧନ୍ଯବାଦ ଦଲୋ ପରେ, ତାହାଙ୍କ ସୃଷ୍ଟ କୌଣସି ବିଷୟ ଗ୍ରହଣ କରିବା ପାଇଁ ମନା କରିବା ଉଚିତ ନୁହେଁ।