ମାଶାେ ସ୍ପଷ୍ଟ ଭାବରେ ଦେଖଇେ ଦଇେଛନ୍ତି ଯେ ଲୋକେ ମୃତ୍ଯୁରୁ ପୁଣି ବଞ୍ଚି ଉଠନ୍ତି। ମାଶାେ ଯେତବେେଳେ 'ଜ୍ବଳନ୍ତବୁଦା' ବିଷୟ ରେ ଲେଖିଲେ, ସେ କହିଥିଲେ ଯେ, 'ପ୍ରଭୁ(ପରମେଶ୍ବର) ହେଉଛନ୍ତି ଅବ୍ରହାମଙ୍କ ପରମେଶ୍ବର, ୟିସ୍ହାକଙ୍କ ପରମେଶ୍ବର, ଓ ଯାକୁବଙ୍କ ପରମେଶ୍ବର'
Cross references
ମୁଁ ତୁମ୍ଭ ସହିତ ଏକ ଚୁକ୍ତି କରିବି। ସହେି ଚୁକ୍ତି ମଧ୍ଯ ତୁମ୍ଭର ବଂଶଧରମାନଙ୍କ ପାଇଁ ହବେ। ଏହି ଚୁକ୍ତି ଅନନ୍ତକାଳସ୍ଥାଯୀ ହବେ। ତହିଁରେ ମୁଁ ତୁମ୍ଭର ଓ ତୁମ୍ଭ ଭବିଷ୍ଯତ୍ ବଂଶଧରମାନଙ୍କର ପରମେଶ୍ବର ହବେି।
ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।
ଯଦି ପରମେଶ୍ବର ମାେତେ ନିରାପଦ ରେ ମାେ ଗୃହକୁ ଫରୋଇ ଆଣନ୍ତି। ତବେେ ସଦାପ୍ରଭୁ ମାରେ ପରମେଶ୍ବର ହବେେ।
ସେତବେେଳେ ଯାକୁବ କହିଲା, ହେ ମାରେ ପିତା ଅବ୍ରହାମଙ୍କର ପରମେଶ୍ବର! ମାରେପିତା ଇସ୍ହାକର ପରମେଶ୍ବର! ହେ ସଦାପ୍ରଭୁ ତୁମ୍ଭେ ମାେତେ କହିଲ, ମାରେ ଜନ୍ମିତ ସ୍ଥାନକୁ ଫରେିୟିବା ପାଇଁ। ତୁମ୍ଭେ ମାରେ ସହାୟ ହବେ।
ସହେି ପର୍ବତ ରେ, ମାଶାେ ଦେଖିଲେ ସଦାପ୍ରଭୁଙ୍କର ଏକ ଦୂତ ଏକ ଜ୍ବଳନ୍ତା ବୁଦା ମଧିଅରେ ଥିଲା। ମାଶାେ ଦେଖିଲେ, ବୁଦା ରେ ଅଗ୍ନି ଲଗିଥିଲେ ମଧ୍ଯ ତାହା ଧ୍ବଂସ ହେଉ ନଥିଲା।
ପରମେଶ୍ବର ମାଶାଙ୍କେୁ ଆହୁରି କହିଲେ, ତୁମ୍ଭେ ଇଶ୍ରାୟେଲୀୟ ସନ୍ତାନଗଣଙ୍କୁ ଏହିକଥା କହିବ, 'ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ପରମେଶ୍ବର, ଅର୍ଥାତ୍ ଅବ୍ରହାମର ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର ସଦାପ୍ରଭୁ (ସ୍ବଯମ୍ଭୁ)ଙ୍କର ଏହି ନାମ ଅନନ୍ତକାଳସ୍ଥାଯୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀଯ ଅଟେ।' ' ସେ ତୁମ୍ଭମାନଙ୍କ ନିକଟକୁ ମାେତେ ପଠାଇଛନ୍ତି।'
ପୃଥିବୀ ତା'ର ଉତ୍ତମତା ଯୋଷଫଙ୍କେକ୍ସ୍ଟ ଦେଉ। ୟିଏ ଜଳନ୍ତା ବକ୍ସ୍ଟଦା ରେ ବାସକରନ୍ତି ତାହାଙ୍କକ୍ସ୍ଟ ଆଶୀର୍ବାଦ କରନ୍ତକ୍ସ୍ଟ। ଯୋଷଫଙ୍କେ ମସ୍ତକରେ ଆଶୀର୍ବାଦ ପଡକ୍ସ୍ଟ। ୟିଏ କି ଭାଇମାନଙ୍କ ସବୋ ରେ ନିଜକକ୍ସ୍ଟ ଉତ୍ସର୍ଗ କଲେ।
ରାଜା କେତକେ ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କଲେ। ସବୁ ପ୍ରସ୍ତୁତ ହାଇେ ସାରିବା ପରେ ରାଜା ସହେି ଅତିଥିମାନଙ୍କୁ ଡ଼ାକିବାକୁ ଗ୍ଭକରମାନଙ୍କୁ ପଠାଇଲେ। କିନ୍ତୁ ସମାନେେ ରାଜାଙ୍କ ଭୋଜିକୁ ଆସିବାକୁ ମନା କରି ଦେଲେ।
ପୁନରୁତ୍ଥିତ ଲୋକଙ୍କ ବିଷୟ ରେ ତୁମ୍ଭମାନେେ କ'ଣ ମାଶାଙ୍କେ ପୁସ୍ତକରେ ଲିଖିତ ବୃଥାବୃତ୍ତାନ୍ତଟି ପଢିନାହଁ? ସେଥି ରେ ପରମେଶ୍ବର ମାଶାଙ୍କେୁ କହିଛନ୍ତି, 'ମୁଁ ଅବ୍ରାହାମଙ୍କ ପରମେଶ୍ବର, ଇସ୍ହାକର ପରମେଶ୍ବର, ଯାକୁବର ପରମେଶ୍ବର'।
ଦୀର୍ଘ ଚ଼ାଳିଶବର୍ଷ ଅତିବାହିତ ହବୋ ପରେ ଜଣେ ସ୍ବର୍ଗଦୂତ ସୀନୟ ପର୍ବତ ନିକଟରେ ଥିବା ମରୁଭୂମିରେ ଗୋଟିଏ ଜ୍ବଳନ୍ତା ବୁଦାର ଅଗ୍ନିଶିଖା ରେ ମାଶାଙ୍କେୁ ଦର୍ଶନ ଦେଲେ।