Home Bibles ଲୂକଲିଖିତ ସୁସମାଚାର 20:32 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 20:32 · ଓଡ଼ିଆ ବାଇବେଲ

ଶଷେ ରେ ସହେି ସ୍ତ୍ରୀଟି ମଧ୍ଯ ମରିଗଲା।

Cross references

ବିଚାରକର୍ତାମାନଙ୍କ ବିବରଣ 2:10

ଏହାପରେ ପୂରା ପିଢି ମୃତ ହେଲା ଏବଂ ପର ପିଢି ସମାନଙ୍କେର ଉତ୍ତରାଧିକାରୀ ହେଲେ। ଏହି ନୂତନ ବଂଶଧର ସଦାପ୍ରଭୁଙ୍କୁ ଜାଣି ନ ଥିଲେ ଏମିତିକି ସମାନେେ ଜାଣିଲେ ନାହିଁ ଇଶ୍ରାୟେଲର ଲୋକମାନଙ୍କର କ'ଣ ସେ କଲେ।

ଉପଦେଶକ 1:4

ଲୋକମାନେ ମରୁଛନ୍ତି ଏବଂ ନୂତନ ଲୋକମାନେ ଜନ୍ମ ନେଉଛନ୍ତି। କିନ୍ତୁ ପୃଥିବୀ ଚିରକାଳସ୍ଥାଯୀ।

ଉପଦେଶକ 9:5

ଜୀବିତ ଲୋକେ ମରିବେ ବୋଲି ଜାଣନ୍ତି, ମାତ୍ର ମୃତ ଲୋକମାନେ କିଛି ଜାଣନ୍ତି ନାହିଁ କିଅବା ସମାନେେ ଆଉ କୌଣସି ଫଳ ପାଆନ୍ତି ନାହିଁ। କାରଣ ସମାନଙ୍କେ ବିଷଯକ ସ୍ମରଣ ବିସ୍ମୃତ ହୁଏ।

ଏବ୍ରୀ 9:27

ପ୍ରେତ୍ୟକକ ଲୋକ ଥରେ ମରିବା ଦରକାର। ଜଣେ ମଲାପରେ ତାହାର ବିଚାର ହୁଏ।

Interlinear

Choose Theme