ଲୂକଲିଖିତ ସୁସମାଚାର 20:15 · ଓଡ଼ିଆ ବାଇବେଲ
ତେଣୁ କୃଷକମାନେ ମାଲିକର ପୁଅକୁ ଜୀବନ ରେ ମାରି ଦେଲେ ଓ ଜମି ବାହାରକୁ ଫିଙ୍ଗି ଦେଲେ।
Cross references
ମାଥିଉଲିଖିତ ସୁସମାଚାର 21:37
ତେଣୁ ମାଲିକ ନିଜର ପୁଅକୁ ପଠାଇବାକୁ ଠିକ୍ କଲେ। ସେ ଭାବଲେ, 'କୃଷକମାନେ ମାେ ପୁଅକୁ ସମ୍ମାନ ଦବେେ।'
ମାର୍କଲିଖିତ ସୁସମାଚାର 12:6
ଲୋକଟି ପାଖ ରେ କୃଷକମାନଙ୍କ ପାଖକୁ ପାଠାଇବା ପାଇଁ ଆଉ ଜଣେ ମାତ୍ର ବାକି ଥିଲା। ସେ ଜଣକ ତାହାର ପୁଅ। ସହେି ଲୋକଟି ପୁଅକୁ ଖୁବ୍ ଭଲ ପାଉଥିଲା। କିନ୍ତୁ ସେ କୃଷକମାନଙ୍କ ପାଖକୁ ପୁଅକୁ ପଠାଇବାକୁ ସ୍ଥିର କଲା। କାରଣ କୃଷକମାନଙ୍କ ପାଖକୁ ପଠାଇବା ପାଇଁ ପୁଅ ହିଁ ଶଷେ ବ୍ଯକ୍ତି ଥିଲା। ସେ କହିଲା, 'କୃଷକମାନେ ମାରେ ପୁଅକୁ ନିଶ୍ଚୟ ସମ୍ମାନ ଦବେେ।'
ଏବ୍ରୀ 13:12
ସହେି ଭଳି ଯୀଶୁ ମଧ୍ଯ ସହର ବାହା ରେ ଯାତନା ପାଇଲେ। ନିଜ ରକ୍ତ ଦ୍ବାରା ନିଜ ଲୋକମାନଙ୍କୁ ପବିତ୍ର କରିବା ପାଇଁ ଯୀଶୁ ମଲେ।