ଲୂକଲିଖିତ ସୁସମାଚାର 2:50 · ଓଡ଼ିଆ ବାଇବେଲ
କିନ୍ତୁ ସମାନେେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।
Cross references
ମାର୍କଲିଖିତ ସୁସମାଚାର 9:32
ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ଯମାନେ ବୁଝି ପାରିଲେ ନାହିଁ। ସମାନେେ ତାହାଙ୍କୁ ଏହାର ଅର୍ଥ ପଚାରି ବୁଝିବାକୁ ଭୟ କଲେ।
ଲୂକଲିଖିତ ସୁସମାଚାର 9:45
କିନ୍ତୁ ଶିଷ୍ଯମାନେ ଯୀଶୁଙ୍କ ଏ କଥାର କିଛି ଅର୍ଥ ବୁଝି ପାରିଲେ ନାହିଁ। ଏହାର ଅର୍ଥ ସମାନଙ୍କେ ପ୍ରତି ଲୁକାଯିତ ଥିଲା। ତେଣୁ ସମାନେେ କିଛି ଏହାକୁ ବୁଝି ପାରିଲେ ନାହିଁ କିନ୍ତୁ ସମାନେେ ଯୀଶୁଙ୍କୁ ଏ ବିଷୟ ରେ ପଚାରିବାକୁ ସାହସ କଲେ ନାହିଁ।
ଲୂକଲିଖିତ ସୁସମାଚାର 18:34
ପ୍ ରରେିତମାନେ ଏକଥା ବୁଝିବାକୁ ଚେଷ୍ଟା କଲେ। ମାତ୍ର ସମାନେେ ବୁଝି ପାରିଲେ ନାହିଁ। ଏକଥାର ଅର୍ଥ ସମାନଙ୍କେ ପାଖ ରେ ଗୁପ୍ତ ରହିଲା।