ଲୂକଲିଖିତ ସୁସମାଚାର 19:11 · ଓଡ଼ିଆ ବାଇବେଲ
ଯୀଶୁ ୟିରୂଶାଲମର ପାଖାପାଖି ଆସିଗଲେ। କେତକେ ଲୋକ ଭବିଲେ ଯେ ପରମେଶ୍ବରଙ୍କ ରାଜ୍ଯ ଶୀଘ୍ର ଆସିୟିବ।
Cross references
ଲୂକଲିଖିତ ସୁସମାଚାର 17:20
କେତକେ ଫାରୂଶୀ ଯୀଶୁଙ୍କୁ ପଚାରିଲେ, ପରମେଶ୍ବରଙ୍କ ରାଜ୍ଯ କବେେ ଆସିବ?
ରେରିତମାନଙ୍କ କାର୍ଯ୍ୟର ବିବରଣ 1:6
ପ୍ ରରେିତମାନେ ଏକାଠି ହାଇେ ଯୀଶୁଙ୍କୁ ପଚ଼ାରିଲେ, ପ୍ରଭୁ, ଆପଣ ଇଶ୍ରାୟେଲମାନଙ୍କୁ ସମାନଙ୍କେର ରାଜ୍ଯ ଏହି ସମୟରେ ପୁନର୍ବାର ଦେଉଅଛନ୍ତି କି?
ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:1
ଭାଇ ଓ ଭଉଣୀମାନେ ! ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆସିବା ବିଷୟ ରେ ଆମ୍ଭର କିଛି କହିବାକୁ ଅଛି। ଯେତବେେଳେ ଆମ୍ଭେ ସମସ୍ତେ ମିଶି ତାହାଙ୍କୁ ଭଟେିବା, ସହେି ସମୟ ବିଷୟ ରେ ଆମ୍ଭେ ତୁମ୍ଭକୁ କହିବାକୁ ଚାହୁଁ।