ଲୂକଲିଖିତ ସୁସମାଚାର 18:40 · ଓଡ଼ିଆ ବାଇବେଲ
ଯୀଶୁ ସଠାେରେ ଅଟକି ଗଲେ, ସେ ଆଜ୍ଞା ଦେଲେ, ତାହାକୁ ମାେ ପାଖକୁ ଆଣ। ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଚାରିଲେ,
Cross references
ମାଥିଉଲିଖିତ ସୁସମାଚାର 20:31
ଲୋକେ ସମାନଙ୍କେୁ ଧମକ ଦଇେ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।
ମାର୍କଲିଖିତ ସୁସମାଚାର 10:48
ଅନକେ ଲୋକ ତାକୁ ତୁନି ହବୋ ପାଇଁ ଧମକ ଦେଲେ। କିନ୍ତୁ ସହେି ଅନ୍ଧ ଭିକାରୀଟି ଅଧିକରୁ ଅଧିକ ଚିତ୍କାର କରି କହିଲା, ହେ ଦାଉଦଙ୍କ ପୁତ୍ର ଯୀଶୁ, ମାେ ଉପରେ କୃପା କର।