Home Bibles ଲୂକଲିଖିତ ସୁସମାଚାର 18:37 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 18:37 · ଓଡ଼ିଆ ବାଇବେଲ

ଲୋକମାନେ କହିଲେ, ନାଜରିତୀୟ ଯୀଶୁ ଏହି ବାଟ ଦଇେ ଯାଉଛନ୍ତି।

Cross references

ମାଥିଉଲିଖିତ ସୁସମାଚାର 2:23

ସେ ସଠାେରେ ପହଞ୍ଚି ନାଜରିତ ନାମକ ନଗର ରେ ବାସ କଲେ। ଖ୍ରୀଷ୍ଟ ନାଜରିତୀୟ ରୂପେ ଖ୍ଯାତ ହବେେ ବୋଲି ଭବିଷ୍ଯଦବକ୍ତାମାନଙ୍କ ମାଧ୍ଯମ ରେ ପରମେଶ୍ବର କହିଥିଲେ। ସହେି ବାକ୍ଯ ଅନୁସାରେ ଏହା ଘଟିଲା।

ମାର୍କଲିଖିତ ସୁସମାଚାର 2:1

କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫରେି ଆସିଲେ। ଯୀଶୁ ଘରକୁ ଫରେି ଆସିଛନ୍ତି ବୋଲି ଖବର ବ୍ଯାପିଗଲା।

ଲୂକଲିଖିତ ସୁସମାଚାର 2:51

ଯୀଶୁ ସମାନଙ୍କେ ସହିତ ନାଜରିତକୁ ଗଲେ। ସେ ବାପାମାଆଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମାଆ ତଥାପି ଏହି ସବୁ କଥା ନିଜ ମନ ଭିତ ରେ ରଖି ଚିନ୍ତା କରୁଥିଲେ।

ଯୋହନଲିଖିତ ସୁସମାଚାର 1:45

ଫିଲିପ୍ପ ନିଥନିଯଲଙ୍କେର ଦଖାେ ପାଇ କହିଲେ, ମାଶାେ ବ୍ଯବସ୍ଥା ରେ ଯାହା ଲେଖିଥିଲେ, ତାହା ମନେ ପକାଅ। ମାଶାେ ଜଣେ ବ୍ଯକ୍ତିଙ୍କ ଆଗମନ ବିଷୟ ରେ ଲେଖିଥିଲେ। ଭବିଷ୍ଯଦ୍ବକ୍ତାମାନେ ମଧ୍ଯ ତାହାଙ୍କ ବିଷୟ ରେ ଲେଖିଥିଲେ। ଆମ୍ଭେ ତାହାଙ୍କୁ ଭଟେିଛୁ। ତାହାଙ୍କ ନାମ ଯୀଶୁ। ସେ ୟୋ ସଫଙ୍କେର ପୁତ୍ର। ସେ ନାଜରିତରୁ ଆସିଛନ୍ତି।

ଯୋହନଲିଖିତ ସୁସମାଚାର 12:35

ଯୀଶୁ କହିଲେ, ତୁମ୍ଭମାନଙ୍କ ପାଖ ରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖ ରେ ଥିବା ପର୍ୟ୍ଯନ୍ତ ଚାଲ। ତବେେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାର ରେ ଚାଲୁଥିବା ବ୍ଯକ୍ତି କେଉଁଆଡେ ଯାଉଛି ଜାଣି ପା ରେ ନାହିଁ।

ଯୋହନଲିଖିତ ସୁସମାଚାର 19:19

ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:22

ହେ ଇଶ୍ରାୟେଲର ଲୋକମାନେ, ଏହି ସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ଯକ୍ତି ଥିଲେ। ଯାହାଙ୍କୁ ଈଶ୍ବର ପଠାଇ ଥିଲେ। ଯୀଶୁ ଯେଉଁ ସବୁ ଶକ୍ତିଶାଳୀ କାର୍ୟ୍ଯ ଏବଂ ଆଶ୍ଚର୍ୟ୍ଯ ଘଟଣା ସବୁ କରିଥିଲେ, ତାହାଦ୍ବାରା ପରମେଶ୍ବର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:10

ତବେେ, ତୁମ୍ଭମାନେେ ସମସ୍ତେ ଓ ସମସ୍ତ ଇଶ୍ରାୟେଲୀୟ ଲୋକମାନେ ଏହା ଜାଣିରଖିବା ଉଚିତ ଯେ, ଏହା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମ ରେ ଏହି ଲୋକଟି ସୁସ୍ଥ ହାଇେଛି। ତୁମ୍ଭମାନେେ ସହେି ଯୀଶୁଙ୍କୁ କୃଶ ରେ କଣ୍ଟାବିଦ୍ଧ କରିଛ, ମାତ୍ର ପରମେଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଛନ୍ତି। ତାହାଙ୍କ ଦ୍ବାରା ଏହି େଛାଟା ଲୋକଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହାଇେଛି। ସେ ବର୍ତ୍ତମାନ ତୁମ୍ଭମାନଙ୍କ ସମ୍ମୁଖ ରେ ଠିଆ ହାଇେଛି।

Interlinear

Choose Theme