ଲୂକଲିଖିତ ସୁସମାଚାର 17:35 · ଓଡ଼ିଆ ବାଇବେଲ
ହୁଏତ ଦୁଇଜଣ ସ୍ତ୍ରୀଲୋକ ଏକତ୍ର ଚକି ରେ ଶସ୍ଯ ଦାନା ପେଶୁ ଥାଇ ପାରନ୍ତି,
Cross references
ଯାତ୍ରା ପୁସ୍ତକ 11:5
ଏବଂ ମିଶରର ସମସ୍ତ ପ୍ରଥମଜାତ ସନ୍ତାନ ମରିବେଏପରିକି ଫାରୋଙ୍କର ପ୍ରଥମ ଜାତ ପୁତ୍ର ଚକି ପଷେଣକାରୀ ଦାସମାନଙ୍କର ପ୍ରଥମଜାତ ପୁତ୍ର ଓ ସମସ୍ତ ପଶୁମାନଙ୍କର ପ୍ରଥମଜାତ ମାନେ ମଧ୍ଯ ମରିବୋ
ବିଚାରକର୍ତାମାନଙ୍କ ବିବରଣ 16:21
ପଲେଷ୍ଟୀୟ ଲୋକମାନେ ଶାମ୍ଶାେନ୍ଙ୍କକ୍ସ୍ଟ ଅକ୍ତିଆର କଲେ। ସମାନେେ ତାଙ୍କର ଆଖିକକ୍ସ୍ଟ ଉପାଡି ଦେଲେ। ପକ୍ସ୍ଟଣି ତାଙ୍କୁ ଘସାକକ୍ସ୍ଟ ଆଣି ପିତ୍ତଳ ବେଢି ରେ ତାଙ୍କୁ ବାନ୍ଧି ରେ। ଆଉ ସେ କାରାଗାର ରେ ଚକି ପେଶିଲେ।
ମାଥିଉଲିଖିତ ସୁସମାଚାର 24:41
ଦୁଇଜଣ ସ୍ତ୍ରୀ ଲୋକ ମିଶି ଚକିଲେ ଶସ୍ଯ ପଷେୁଥିବେ, ସମାନଙ୍କେ ମଧ୍ଯରୁ ଜଣକୁ ସଠାେରେ ପରିତ୍ଯାଗ କରି ଆରଜଣକୁ ନିଆୟିବ।