Home Bibles ଲୂକଲିଖିତ ସୁସମାଚାର 17:32 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 17:32 · ଓଡ଼ିଆ ବାଇବେଲ

ଲୋଟଙ୍କ ସ୍ତ୍ରୀଙ୍କର କ'ଣ ହାଇେଥିଲା, ମନେ ପକାଅ।

Cross references

ଆଦି ପୁସ୍ତକ 19:17

ସମାନେେ ନଗର ବାହାରକୁ ଆସିବା ମାତ୍ ରେ ଜଣେ ସ୍ବର୍ଗଦୂତ ସମାନଙ୍କେୁ କହିଲେ, ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇଁ ଶିଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗା ରେ ରୁହନାହିଁ। ତୁମ୍ଭେ ପର୍ବତ ରେ ପହଁଞ୍ଚିବା ପର୍ୟ୍ଯନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ୟାଅ ତବେେ ଏହି ନଗର ସହିତ ତୁମ୍ଭେ ଧ୍ବଂସ ପାଇୟିବ।

ଆଦି ପୁସ୍ତକ 19:26

ସହେି ସମୟରେ ଲୋଟର ସ୍ତ୍ରୀ ପଛଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:6

ଏହି ଘଟଣାଗୁଡ଼ିକ ଆମ୍ଭ ପାଇଁ ଦୃଷ୍ଟାନ୍ତ ସ୍ବରୂପ ଅଛି, ଅତଏବ ଆମ୍ଭେ ସମାନଙ୍କେ ଭଳି ମନ୍ଦ କାର୍ୟ୍ଯ କରିବା ପାଇଁ ଇଚ୍ଛା କରିବା ନାହିଁ।

ଏବ୍ରୀ 10:38

ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ। ହବକ୍କୂକ୍ 2:3-4

ପିତରଙ୍କ ଦିତୀୟ ପତ୍ର 2:18

ସହେି ଭଣ୍ଡ ଶିକ୍ଷକମାନେ ନିରର୍ଥକ କଥାଗୁଡ଼ିକ ପାଇଁ ଗର୍ବ କରନ୍ତି। ସମାନେେ ଲୋକମାନଙ୍କୁ ପାପ ରାସ୍ତା ରେ କଢ଼ାଇ ନିଅନ୍ତି। ମନ୍ଦ ଭାବରେ ରହୁଥିବା ଲୋକଙ୍କଠାରୁ ବାହାରି ଆସି ଭଲ ମାର୍ଗ ରେ ୟିବାକୁ ଆରମ୍ଭ କରିଥିବା ଲୋକଙ୍କୁ ଏମାନେ ଆକର୍ଷିତ କରନ୍ତି। ପାପପୂର୍ଣ୍ଣ ଆତ୍ମା ରେ ମନ୍ଦ ଇଚ୍ଛାଗୁଡ଼ିକୁ ଜାଗତ୍ର କରାଇ ଭଣ୍ଡ ଶିକ୍ଷକମାନେ ଏପରି କରନ୍ତି।

Interlinear

Choose Theme