ଯେଉଁଲୋକ ଏଭଳି ଦୁର୍ବଳମାନଙ୍କ ମଧ୍ଯରୁ ଜଣକୁ ହେଲେ ପାପ କରିବା ପାଇଁ ପ୍ରବର୍ତ୍ତାଏ ତାହା ପାଇଁ ଏହା ବହୁତ ଖରାପ ହବେ। ବକରେେ ପଥର ବାନ୍ଧି ସମୁଦ୍ର ରେ ବୁଡି ମରିବା ତା ପକ୍ଷ ରେ ଭଲ ହବେ।
Cross references
ମଷେଶାବକ ମଷେମାନଙ୍କୁ ଚରାଇଲା ପରି ସେ ଆପଣା ଲୋକମାନଙ୍କର ଯତ୍ନ ନବେେ। ମଷେ ଛୁଆମାନଙ୍କୁ ସେ ନିଜର ବାହୁ ବଳ ରେ ସଂଗ୍ରହ କରିବେ ଓ ନିଜର କୋଳ ରେ ସମାନଙ୍କେୁ ବହି ନବେେ। ସମାନଙ୍କେର ମାଆମାନେ ପେଛ ପେଛ ଯିବେ।
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ହେ ଖଡ୍ଗ, ୟାଅ! ଏବଂ ମଷେପାଳକ ଆମ୍ଭର ଘନିଷ୍ଠ ବନ୍ଧୁଙ୍କୁ ଆଘାତ କର। ମଷେପାଳକଙ୍କୁ ଆଘାତ କର, ଯେପରି ମଷେପଲ ପଳାଯନ କରିବେ। ଆମ୍ଭେ ଆପଣା ହସ୍ତ ସହେି କ୍ଷୁଦ୍ରମାନଙ୍କ ବିରୁଦ୍ଧ ରେ ଉଠାଇବା।
ତା'ପରେ ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ତୁମ୍ଭେ ନିଜକୁ ପରିବର୍ତ୍ତନ କର। ହୃଦୟ ଭିତ ରେ ଗୋଟିଏ େଛାଟ ପିଲାଭଳି ହାଇଯୋଅ। ଏକଥା ନକଲେ ତୁମ୍ଭେ ସ୍ବର୍ଗରାଜ୍ଯ ରେ କଦାପି ପ୍ରବେଶ କରିପାରିବ ନାହିଁ।
ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।
ଠିକ୍ ସହେିଭଳି ସ୍ବର୍ଗ ରେ ରହୁଥିବା ତୁମ୍ଭର ପରମପିତା ଏହିଭଳି େଛାଟ ପିଲାମାନଙ୍କ ମଧ୍ଯରୁ କହେି ଜଣେ ହେଲେ ହଜି ଯାଉ ବୋଲି ଚାହାନ୍ତି ନାହିଁ।
ମନୁଷ୍ଯପୁତ୍ର ଯିବେ ଓ ମରିଯିବେ। ଏହାହିଁ ହବେ ବୋଲି ଶାସ୍ତ୍ର ରେ ଲଖାେଅଛି। କିନ୍ତୁ ଯେଉଁ ଲୋକ ମନୁଷ୍ଯପୁତ୍ରଙ୍କୁ ମରିବା ପାଇଁ ଶତୃ ହତେ ରେ ଦଇଦେିବ, ସେ ଲୋକ ଧିକ୍! ସେ ଲୋକ ଜନ୍ମ ନହାଇେଥିଲେ ବରଂ ଭଲ ହାଇେଥାନ୍ତା।
ଯଦି ଏହି େଛାଟ ଅ ବୋଧ ପିଲାମାନଙ୍କ ମଧ୍ଯରୁ ମାେତେ କହେି ବିଶ୍ବାସ କରୁଥାଏ ଏବଂ ଆଉ ଜଣେ ଲୋକ ସହେି ପିଲାଟିକୁ ପାପ କର୍ମ ରେ ଲିପ୍ତ କରାଏ, ତବେେ ସେ ଲୋକଟି ପାଇଁ ଏହା ଅତ୍ଯନ୍ତ ଖରାପ ହବେ। ସେ ଲୋକ ବକରେେ ଚକି ପଥରଟିଏ ବାନ୍ଧି ଦଇେ ତାକୁ ସମୁଦ୍ର ରେ ଫିଙ୍ଗି ଦବୋ ତା ପାଇଁ ଭଲ ହାଇେଥାଆନ୍ତା।
ସମାନେେ ଖାଇବା ପରେ ଯୀଶୁ ଶିମାନେ ପିତରଙ୍କୁ କହିଲେ, ଯୋହନଙ୍କର ପୁତ୍ର ଶିମାନେ। ତୁମ୍ଭେ କ'ଣ ମାେତେ ଏମାନଙ୍କ ଅପେକ୍ଷା ଅଧିକ ପ୍ ରମେ କର?
ଅତଏବ ସହେି ଦୁର୍ବଳ ବିଶ୍ବାସୀ ଯାହା ନିମନ୍ତେ ଯୀଶୁଖ୍ରୀଷ୍ଟ ପ୍ରାଣ ତ୍ଯାଗ କରିଛନ୍ତି, ତାହାର ଆତ୍ମିକ ପତନ ପାଇଁ ତୁମ୍ଭେ ଦାଯୀ ହବେ।
କିନ୍ତୁ ମୁଁ ଉକ୍ତ ଅଧିକାରଗୁଡ଼ିକରୁ ଗୋଟିଏ ମଧ୍ଯ କବେେ ହେଲେ ପ୍ରଯୋଗ କରିନାହିଁ। ମୁଁ ମଧ୍ଯ କିଛି ପାଇବା ପାଇଁ ଚେଷ୍ଟା କରି ନାହିଁ। ଏହି ଉଦ୍ଦେଶ୍ଯ ରେ ମୁଁ ଏହା ଲେଖି ନାହିଁ। କହେି ମାହେର ଏହି ଗର୍ବର ଅଧିକାର ମାଠାରୁେ ଛଡ଼ାଇ ନଇେ ଗଲେ ବରଂ ମାରେମରିୟିବା ଭଲ।
ଯେଉଁମାନେ ଦୁର୍ବଳ ସହେି ଦୂର୍ବଳମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ମଧ୍ଯ ଦୂର୍ବଳ ହଲିେ। ଯେ ହତେୁ ଯେଉଁ ଉପାୟ ରେ ହେଉ ପେଛ ମୁଁ ଯେପରି ଅନକେ ଲୋକଙ୍କୁ ଉଦ୍ଧାର କରିପାରିବି ସେଥିପାଇଁ ପ୍ରେତ୍ୟକକ ପ୍ରକାରର ଲୋକମାନଙ୍କ ପାଇଁ ମୁଁ ସହେି ପ୍ରକାରର ହଲିେ।
ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।