ଲୂକଲିଖିତ ସୁସମାଚାର 16:4 · ଓଡ଼ିଆ ବାଇବେଲ
ତବେେ ମାେତେ କ'ଣ କରିବାକୁ ହବେ ତା ମୁଁ ଜାଣିଛି। ଯେତବେେଳେ ମୁଁ ଗୁମାସ୍ତା ଚାକିରି ହରାଇବି, ସେତବେେଳେ ଯେପରି ଲୋକେ ସମାନଙ୍କେ ଘ ରେ ମାରେ ସ୍ବାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି।
Cross references
ହିତୋପଦେଶ 30:9
ଯଦି ମାରେ ଆବଶ୍ଯକତାଠାରୁ ଅଧିକ ଥାଏ, ତବେେ ମୁଁ ହୁଏତ ଚିନ୍ତା କରିପା ରେ ଯେ, ମୁଁ ପରମେଶ୍ବରଙ୍କୁ ଦରକାର କରେ ନାହିଁ। ଯଦି ମୁଁ ଗରିବ, ତବେେ ମୁଁ ଚୋରି ହୁଏତ କରିବି ଓ ପରମେଶ୍ବରଙ୍କ ନାମକୁ ଲଜ୍ଜ୍ଯା ଆଣିବି।
ଯିରିମିୟ 4:22
ପରମେଶ୍ବର କହିଲେ, ମାରେଲୋକମାନେ ନିର୍ବୋଧ ଏବଂ ସମାନେେ ମାେତେ ଜାଣନ୍ତି ନାହିଁ। ସମାନେେ ନିର୍ବୋଧ ସନ୍ତାନ ତୁଲ୍ଯ, ସମାନଙ୍କେର ଅର୍ନ୍ତଦୃଷ୍ଟି ନାହିଁ। ସମାନେେ କୁକର୍ମ କରିବା ରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସମାନେେ ଜାଣନ୍ତି ନାହିଁ।
ଯାକୁବଙ୍କ ପତ୍ 3:15
ଏହିପ୍ରକାର ଜ୍ଞାନ ପରମେଶ୍ବରଙ୍କଠାରୁ ଆ ସେ ନାହିଁ। ମାତ୍ର ଏହି ଜ୍ଞାନ ସଂସାରରୁ ଆ ସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି।