Home Bibles ଲୂକଲିଖିତ ସୁସମାଚାର 16:27 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 16:27 · ଓଡ଼ିଆ ବାଇବେଲ

ଧନୀ ଲୋକ ଜଣକ କହିଲେ, ' ତବେେ ପିତା, ଦୟାକରି ଲାଜାରକୁ ପୃଥିବୀ ରେ ଥିବା ମାରେ ବାପାଙ୍କ ଘରକୁ ପଠାଅ।

Cross references

ଆୟୁବ ପୁସ୍ତକ 21:21

ଯେତବେେଳେ ତାକୁ ଦିଆ ୟାଇଥିବା ସମୟ ଶଷେ ହୁଏ ଓ ସେତବେେଳେ ସେ ମରିୟାଏ। ସେ ତା'ର ପଛ ରେ ଛାଡ଼ି ୟାଇଥିବା ପରିବାର ବିଷଯ ରେ କାହିଁକି ଭାବିବ ?

ଆୟୁବ ପୁସ୍ତକ 42:10

ଆୟୁବ ତା'ର ବନ୍ଧୁମାନଙ୍କ ପାଇଁ ପ୍ରାର୍ଥନା କଲା। ତା'ପରେ ସଦାପ୍ରଭୁ ଆୟୁବକୁ ପୁଣି ସୌଭାଗ୍ଯ ଆଣି ଦେଲେ। ଆୟୁବର ପୂର୍ବରୁ ଯାହା ଥିଲା ତା'ର ଦୁଇଗୁଣ ସେ ଦେଲେ।

ଗୀତସଂହିତା 17:14

ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

ଗୀତସଂହିତା 37:10

ଆଉ ଅଳ୍ପ ଦିନପରେ ଦୁଷ୍ଟ ଲୋକମାନେ ନ ଥିବେ। ତୁମ୍ଭେ ସମାନଙ୍କେୁ ଖାଜେିଲେ ବି ଆଉ ପାଇବ ନାହିଁ, କାରଣ ସମାନେେ ଆଉ ନ ଥିବେ।

ଗୀତସଂହିତା 49:13

ସହେି ମୂର୍ଖ ଲୋକମାନଙ୍କ ଭାଗ୍ଯରେ ଏହିପରି ଘଟେ। ଯେଉଁମାନେ ନିଜର ସମ୍ପତ୍ତିକୁ ଅଧିକ ଭଲ ପାଆନ୍ତି।

ଗୀତସଂହିତା 52:5

ଏଣୁ ପରମେଶ୍ବର ଚିରଦିନ ପାଇଁ ତୁମ୍ଭକୁ ଧ୍ବଂସ କରିବେ। ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ।

ଉପଦେଶକ 2:18

ସୂର୍ୟ୍ଯତଳେ ମୁଁ ୟହିଁ ରେ ପରିଶ୍ରାନ୍ତ ହଲିେ, ମାହେର ସେସବୁ ପରିଶ୍ରମକୁ ମୁଁ ଘୃଣା କଲି, କାରଣ ମାରେଉତ୍ତରାଧିକାରୀ ପାଇଁ ତାହା ସବୁ ଛାଡ଼ି ୟିବାକୁ ହବେ।

Interlinear

Choose Theme