ଚାକରଟି କହିଲା, 'ତୁମ୍ଭ ଭାଇ ଫରେି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମାଟୋ ବାଛୁରୀଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳ ରେ ଫରେି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସି ହେଉଛନ୍ତି।'
Cross references
କିନ୍ତୁ ତୁମ୍ଭର ଏହି ପୁଅଟି ତୁମ୍ଭର ସବୁତକ ସମ୍ପତ୍ତି ବେଶ୍ଯାମାନଙ୍କ ପାଇଁ ନଷ୍ଟ କରି ଦଇେଛି। ତା' ପରେ ସେ ଘରକୁ ଫରେି ଆସିଲା। ଆଉ ତା' ପାଇଁ ତୁମ୍ଭେ ମାଟୋ ବାଛୁରୀଟିକୁ ମାରିଲ!'
ତେଣୁ ହନନିୟ ୟିହୂଦାଙ୍କ ଘରକୁ ଯାଇ ଶାଉଲଙ୍କ ଉପରେ ହାତ ରଖିଲେ ଓ କହିଲେ, ଭାଇ ଶାଉଲ! ପ୍ରଭୁ ଯୀଶୁ ମାେତେ ପଠାଇଛନ୍ତି, ସେ ତୁମ୍ଭର ଆସିବା ବାଟରେ ତୁମ୍ଭକୁ ଦର୍ଶନ ଦଇେଥିଲେ, ଯେପରି ତୁମ୍ଭେ ପୁଣି ଥରେ ଦେଖିପାରିବ ଓ ପବିତ୍ର ଆତ୍ମା ରେ ପରିପୂର୍ଣ୍ଣ ହାଇପୋରିବ।
ହନନିୟ ମାେ ପାଖ ରେ ଆସି ଠିଆ ହାଇେ କହିଲେ, ' ହେ ଭାଇ ଶାଉଲ, ତୁମ୍ଭେ ପୁଣି ଥରେ ଦେଖିବାକୁ ପାଅ।' ମୁଁ ସହେି ମୁହୂର୍ତ୍ତ ରେ ତାହାଙ୍କୁ ଦେଖିପାରିଲି।
ଦାସ ହବୋ ପାଇଁ ନୁହେଁ, ବରଂ ଦାସଠାରୁ ବଳି ଏକ ପ୍ରିୟ ଭାଇ ଭଳି। ମୁଁ ତାହାକୁ ବହୁତ ଭଲ ପାଏ। କିନ୍ତୁ ତୁମ୍ଭେ ଆହୁରି ଅଧିକ ଭଲ ପାଇବ। ତୁମ୍ଭେ ତାହାକୁ ଜଣେ ମଣିଷ ଓ ପ୍ରଭୁଙ୍କଠା ରେ ଜଣେ ଭାଇ ଭଳି ଭଲ ପାଇବ।