Home Bibles ଲୂକଲିଖିତ ସୁସମାଚାର 12:54 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 12:54 · ଓଡ଼ିଆ ବାଇବେଲ

ଯୀଶୁ ଲୋକମାନଙ୍କୁ କହିବାକୁ ଲାଗିଲେ, ତୁମ୍ଭମାନେେ ପଶ୍ଚିମ ଦିଗରୁ ମେଘ ଉଠିବା ଦେଖିଲେ କୁହ, 'ଝଡବର୍ଷା ଆସୁଛି' ତା'ପରେ ତାହାହିଁ ହୁଏ।

Cross references

ପ୍ରଥମ ରାଜାବଳୀ 18:44

ସପ୍ତମ ଥର ରେ ସବେକ ଫରେିଆସି କହିଲା, ମୁଁ ମନୁଷ୍ଯର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।

ମାଥିଉଲିଖିତ ସୁସମାଚାର 16:2

ଯୀଶୁ ଉତ୍ତର ଦେଲେ, ତୁମ୍ଭମାନେେ ସୂର୍ୟ୍ଯାସ୍ତ ସମୟରେ ଆକାଶକୁ ଲାଲରଙ୍ଗ ହାଇେଥିବାର ଦେଖିଲେ କୁହ ଯେ ପାଗ ଭଲ ରହିବ।

Interlinear

Choose Theme