ବିବାହ ଭୋଜିରୁ ଫରେି ମାଲିକ ଯେପରି ତୁମ୍ଭମାନଙ୍କୁ ପ୍ରସ୍ତୁତ ଦେଖନ୍ତି, ଏପରି ଚାକରମାନଙ୍କ ଭଳି ହୁଅ। କାରଣ ମାଲିକ ଫରେି ଆସି କବାଟ ବାଡଇବୋ ମାତ୍ ରେ ଚାକରମାନେ ସଙ୍ଗେସଙ୍ଗେ ମାଲିକକୁ ଦୁଆର ଫିଟଇେ ଦବେେ।
Cross references
ହେ ସଦାପ୍ରଭୁ, ମୁଁ ତୁମ୍ଭଦ୍ବାରା ପରିତ୍ରାଣର ଅପେକ୍ଷା ରେ ଅଛି।
ମୁଁ ଆପଣା ପ୍ରିଯତମଙ୍କ ପାଇଁ ଦ୍ବାର ଫିଟାଇବାକୁ ଉଠିଲି, କିଳଣୀର ବେଣ୍ଟ ଉପ ରେ ମାରେ ହସ୍ତରୁ ଗନ୍ଧରସ ଓ ମାେ ଅଙ୍ଗୁଳିରୁ ଦ୍ରବ ଗନ୍ଧରସ କ୍ଷରିଲା।
କାରଣ ଯେ ନିଜ ଅପେକ୍ଷାକାରୀ ପକ୍ଷ ରେ କାର୍ୟ୍ଯ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ବର କଥା ଶୁଣି ନାହାଁନ୍ତି କିମ୍ବା କର୍ଣ୍ଣଗୋଚର ହାଇେ ନାହିଁ କିମ୍ବା ଚକ୍ଷୁ ଦେଖି ନାହିଁ।
ଯେଉଁମାନେ ସଦାପ୍ରଭୁଙ୍କ ଉପ ରେ ସମାନଙ୍କେର ଆଶା ରଖନ୍ତି ଓ ଯେଉଁମାନଙ୍କର ହୃଦଯ ତାଙ୍କୁ ଖୋଜେ, ସମାନଙ୍କେ ପ୍ରତି ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି।
ଲୋକମାନଙ୍କୁ ଅନ୍ୟ କିଛି କଥା କହିବା ପାଇଁ ଯୀଶୁ ଦୃଷ୍ଟାନ୍ତଗୁଡ଼ିକର ପ୍ରଯୋଗ କଲେ।
ତେଣୁ ସଦା ବେଳେ ପ୍ରସ୍ତୁତ ରୂହ। ତୁମ୍ଭର ପ୍ରଭୁ କେଉଁଦିନ ଆସିବେ ତାହା ତୁମ୍ଭେ ଜାଣନାହିଁ।
ସେ ସମୟରେ ସ୍ବର୍ଗରାଜ୍ଯ, ବର ଖାଜେିବାକୁ ବାହାରିଥିବା ଦଶଜଣ କୁମାରୀ ଝିଅଙ୍କ ଭଳି ହବେ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସମାନେେ ତାହାଙ୍କ ସହିତ ଦୀପ ଆଣି ଥିଲେ,
ଏହା ଏହିଭଳି ଘଟଣା, ଯେପରି ଜଣେ ବ୍ଯକ୍ତି କୌଣସି ସ୍ଥାନକୁ ଯାତ୍ରା କଲା ବେଳେ ଚାକରମାନଙ୍କ ଉପରେ ନିଜ ଘରର ଦାଯିତ୍ବ ଛାଡି ଦଇଯୋଏ ଓ ପ୍ରେତ୍ୟକକ ଚାକରକୁ ତାର ନିର୍ଦ୍ଦିଷ୍ଟ କାମ ଦଇେଥାଏ ଏବଂ ଦ୍ବାରପାଳକକୁ ସଦା ବେଳେ ପ୍ରସ୍ତୁତ ହାଇେ ରହିବାକୁ ଅଦେଶ ଦଇେଥାଏ।
ୟିରୁଶାଲମ ରେଶିମିଯୋନ ନାମ ରେ ଜଣେ ଅତ୍ଯନ୍ତ ଧାର୍ମିକ ଓ ନିଷ୍ଠାପର ଭକ୍ତ ରହୁଥିଲେ। ଇଶ୍ରାୟେଲକୁ ସାନ୍ତ୍ବନା କରିବା ନିମନ୍ତେ ପରମେଶ୍ବର କବେେ ଆସିବେ, ସହେି ସମୟକୁ ସେ ଅପେକ୍ଷା କରି ରହିଥିଲେ। ପବିତ୍ର ଆତ୍ମା ତାହାଙ୍କ ମଧିଅରେ ଥିଲେ।
ଭାଇ ଓ ଭଉଣୀମାନେ, ର୍ଧୈୟ୍ଯ ରଖ, ପ୍ରଭୁ ଯୀଶୁ ଆସିବେ। ସହେି ସମୟ ପର୍ୟ୍ଯନ୍ତ ର୍ଧୈୟ୍ଯ ଧରି ରୁହ।
ମୁଁ ଶରୀର ରେ ବଞ୍ଚିଥିବା ପର୍ୟ୍ଯନ୍ତ, ଏକଥା ତୁମ୍ଭକୁ ମନେ ପକାଉଥିବା ରେ ସାହାୟ୍ଯ କରିବି, ଏହା ଉଚିତ ବୋଲି ମୁଁ ମନେ କରେ।
କିନ୍ତୁ ମାରେ ପ୍ରିୟ ବନ୍ଧୁଗଣ, ତୁମ୍ଭମାନେେ ନିଜର ପବିତ୍ର ବିଶ୍ବାସ ଉପରେ ନିଜନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ର ଆତ୍ମାଙ୍କ ସାହାୟ୍ଯ ରେ ପ୍ରାର୍ଥନା କର।