ତା'ପରେ ସେ କହିଲା, ଠିକ୍ ଅଛି। କ'ଣ କରିବାକୁ ହବେ, ତାହା ମୁଁ ଜାଣିଛି। ମୁଁ ପ୍ରଥମେ ଅମାରଗୁଡିକ ଭାଙ୍ଗି ଦଇେ ବଡବଡ ଅମାର ତିଆରି କରିବା ଏବଂ ସବୁତକ ଗହମ ଓ ଭଲ ଜିନିଷ ତକ ଏକାଠି ନୂଆ ଅମାରମାନଙ୍କ ରେ ରଖି ଦବେି।
Cross references
ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।
ଯେଉଁଲୋକ କବଳେ ନିଜ ପାଇଁ ଅନକେ ପଦାର୍ଥ ସାଇତି କରି ରେଖ, ତା ହେ ପ୍ରତି ଏହିଭଳି ଘଟିବ। ପରମେଶ୍ବରଙ୍କ ଦୃଷ୍ଟି ରେ ସହେିଲୋକ ଆଦୌ ଧନୀ ନୁହେଁ।'
କିନ୍ତୁ ବିଚାରପତି ସ୍ତ୍ରୀଲୋକଟିକୁ ସାହାୟ୍ଯ କରିବାକୁ ଇଚ୍ଛା କରି ନଥିଲେ। କେତେ ସମୟ ପରେ ବିଚାରପତି ଜଣକ ମନେ ମନେ ଭାବିଲେ, 'ମୁଁ ପରମେଶ୍ବରଙ୍କୁ ଡରୁନାହିଁ କି ଲୋକମାନେ ମାେ ବିଷୟ ରେ କ'ଣ ଭାବୁଛନ୍ତି, ସେଥିପ୍ରତି ଖାତିର ବି କରୁନାହିଁ।
ପ୍ରଭୁ! କହିଲେ, ଶୁଣ, ସହେି ଦୁଷ୍ଟ ବିଚାରପତି ଜଣକ ଯାହା କହିଲେ, ସେ କଥାର ଗୋଟିଏ ଅର୍ଥ ଅଛି।
ଏହିପ୍ରକାର ଜ୍ଞାନ ପରମେଶ୍ବରଙ୍କଠାରୁ ଆ ସେ ନାହିଁ। ମାତ୍ର ଏହି ଜ୍ଞାନ ସଂସାରରୁ ଆ ସେ। ଏହା ଆତ୍ମିକ ନୁହେଁ। ଏହା ଶୟତାନଠାରୁ ଆସିଛି।
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।