ଲୂକଲିଖିତ ସୁସମାଚାର 11:23 · ଓଡ଼ିଆ ବାଇବେଲ
ଯେଉଁ ଲୋକ ମାେ ସହିତ ନାହିଁ, ସେ ମାେ ବିରୁଦ୍ଧ ରେ ଅଛି, ଯେଉଁ ଲୋକ ମାେ ସହିତ କାମ କରୁନି, ସେ ମାେ ବିରୁଦ୍ଧ ରେ କାମ କରୁଛି।
Cross references
ମାଥିଉଲିଖିତ ସୁସମାଚାର 12:30
ଯଦି କହେି ମାେ ସହିତ କାମ କରୁନାହିଁ, ତବେେ ସେ ମାେ ବିରୁଦ୍ଧ ରେ କାମ କରୁଛି।
ମାର୍କଲିଖିତ ସୁସମାଚାର 9:40
ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ।
ଲୂକଲିଖିତ ସୁସମାଚାର 9:50
ଯୀଶୁ ଯୋହନଙ୍କୁ ଉତ୍ତର ଦେଲେ, ତାକୁ ମନା କରନାହିଁ। କାରଣ ଯେଉଁ ଲୋକ ତୁମ୍ଭ ବିପକ୍ଷ ରେ ନାହାଁନ୍ତି, ସହେିଁ ତୁମ୍ଭ ସପକ୍ଷର ଲୋକ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:15
ମୁଁ ତୁମ୍ଭର କାର୍ୟ୍ଯ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶା କରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହାଇେଥିଲେ ଭଲ ହାଇେଥାଆନ୍ତା।