Home Bibles ଲୂକଲିଖିତ ସୁସମାଚାର 1:24 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 1:24 · ଓଡ଼ିଆ ବାଇବେଲ

ତା'ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ୟ୍ଯନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ,

Cross references

ଆଦି ପୁସ୍ତକ 21:2

ସାରା ଗର୍ଭବତୀ ହାଇେ ଅବ୍ରହାମଙ୍କ ବାର୍ଦ୍ଧକ୍ଯ ଅବସ୍ଥା ରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ବରଙ୍କ ନିରୁପିତ ସମୟରେ ଘଟିଲା।

ଦିତୀୟ ରାଜାବଳୀ 4:17

ସ୍ତ୍ରୀ ଲୋକଟି ଗର୍ଭବତୀ ହେଲା। ଇଲୀଶାୟ ତାଙ୍କୁ କହିଲାପରି, ପର ବସନ୍ତ ଋତୁ ରେ ସେ ଏକ ପୁତ୍ରକୁ ଜନ୍ମ କଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:1

ହେ ଥିୟଫିଲ, ମୁଁ ମାରେ ପ୍ରଥମ ପୁସ୍ତକରେ ଯୀଶୁଙ୍କର ସମସ୍ତ କାର୍ୟ୍ଯ ଓ ଉପଦେଶଗୁଡ଼ିକ ବିଷୟ ରେ ଲେଖିଛି।

Interlinear

Choose Theme