ଲେବୀୟ ପୁସ୍ତକ 8:5 · ଓଡ଼ିଆ ବାଇବେଲ
ପୁଣି ମାଶାେ ମଣ୍ଡଳୀକୁ କହିଲେ, ଯାହାସବୁ କରିବାକୁ ସଦାପ୍ରଭୁ ଆଦେଶ ଦଇେଛନ୍ତି, ସଗେୁଡିକ ହେଉଛି ଏହି।
Cross references
ଯାତ୍ରା ପୁସ୍ତକ 29:4
ଏହାପରେ ହାରୋଣ ଏବଂ ତାଙ୍କର ପୁତ୍ରମାନଙ୍କୁ ପବିତ୍ର ସମାଗମ ତମ୍ବୁ ସ୍ଥାନର ଦ୍ବାର ଦେଶକୁ ଆଣ। ସମାନଙ୍କେୁ ଗା ଧୋଇ ଦିଅ।