Home Bibles ଲେବୀୟ ପୁସ୍ତକ 8:24 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 8:24 · ଓଡ଼ିଆ ବାଇବେଲ

ଏହାପରେ ସେ ହାରୋଣର ପୁତ୍ରଗଣଙ୍କୁ ଆଣିଲେ। ତହୁଁ ମାଶାେ ସହେି ରକ୍ତରୁ କିଛି ନଇେ ସମାନଙ୍କେ ଦକ୍ଷିଣ କର୍ଣ୍ଣ ପ୍ରାନ୍ତ ରେ ଓ ସମାନଙ୍କେ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସମାନଙ୍କେ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ, ଆଉ ମାଶାେ ୟଜ୍ଞବଦେୀର ଉପରେ ଚାରିଆଡେ ରକ୍ତ ସିଞ୍ଚନ କଲେ।

Cross references

ଲେବୀୟ ପୁସ୍ତକ 14:14

ତା'ପରେ ଯାଜକ ସହେି ଦୋଷର୍ଥକ ବଳିର କିଛି ରକ୍ତ ନବେ, ପୁଣି ଯାଜକ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣର ପ୍ରାନ୍ତ ରେ, ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ରେ ଲଗାଇବ।

ଏବ୍ରୀ 9:18

ପରମେଶ୍ବର ଓ ଲୋକଙ୍କ ମଧିଅରେ ହାଇେଥିବା ପ୍ରଥମ ନିୟମ ଠିକ୍ ସହେିଭଳି। ପ୍ରଥମ ନିୟମ ମଧ୍ଯ ରକ୍ତଦ୍ବାରା କାର୍ୟ୍ଯକାରୀ ହାଇେଥିଲା।

Interlinear

Choose Theme